ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସିନାପାଲି ବ୍ଲକରେ ଭୋଟ ଗ୍ରହଣ ଆରମ୍ଭ, 

ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ରେ ଚତୁର୍ଥ ପର୍ଯ୍ୟୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସକାଳ ସାତ ଘଣ୍ଟା ରୁ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନୀ କଡାକଡି ଭାବରେ ହେଇଛି। ବ୍ଲକ ର ୨୭ ଗୋଟି ପଂଚାୟତ ତଥା ୩ଟି ଜିଲା ପରିଷଦ ଜୋନ୍ ର ୩୨୧ ଟି ବୁଥ ରେ ନିର୍ବାଚନ ହେବ। ବ୍ଲକ ର ୧୧ ଗୋଟି ବୁଥ କୁ ସମ୍ବେଦନଶୀଳ ,୫୪ ଟି ଅତିସମ୍ବେଦନଶୀଳ ଏବଂ ୪୩ ଟି ବୁଥ କୁ ମାଓପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି। ବ୍ଲକ ର ମୋଟ ୮୪୭୦୩ ଜଣ ଭୋଟର ୭୩୬ ଜଣ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ବ୍ଲକ ର ୨୭ ଟି ପଞ୍ଚାୟତ ରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ବ୍ଲକ ରେ ୮୪ ହଜାର ୭ ଶହ ୩ ଭୋଟର ଥିବା ବେଳେ ୪୦ ହଜାର ୯୨ ଜଣ ମହିଳା ,୪୨ ହଜାର ୮ଶହ ୪୪ ପୁରୁଷ ଏବଂ ୨ ଜଣ ତୃତୀୟ ଲିଙ୍ଗ ଅଛନ୍ତି। ବ୍ଲକ ରେ ତିନିଟି ଜିଲା ପରିଷଦ ଜୋନ୍ ପାଇଁ ୧୬ ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ଅଛନ୍ତି। ସେହିପରି ୨୭ ଟି ପଞ୍ଚାୟତ ରେ ସରପଞ୍ଚ ପଦ ପାଇଁ ୧୨୫ ଜଣ , ସମିତି ପାଇଁ ୯୯ ଜଣ ଓ ୱାର୍ଡ ସଭ୍ୟ ପାଇଁ ୪୯୬ ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ରାଜନୀତି ମଇଦାନକୁ ଓଲ୍ହାଇଛନ୍ତି। ତେବେ ଗଣ୍ଡାବାହାଳି ଓ ଘାଟମାଲ ପଞ୍ଚାୟତ ର ସମିତି ସଭ୍ୟ ଏବଂ ରାଣୀମୁଣ୍ଡା ପଞ୍ଚାୟତ ସରପଞ୍ଚ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି। ସକାଳ ୭ ଟା ରୁ ମଧ୍ୟହ୍ନ ୧ ଟା ପର୍ଯ୍ୟନ୍ତ ମତଦାନ ହେବ । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଅବାଧ ଓ ନିରପେକ୍ଷ କରଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଭ୍ରାମ୍ୟମାନ ଓ ତଦାରଖ ଅଫିସର ନିଯୁକ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ବାହିନୀ ନିୟୋଜିତ କରାଯାଇଛି। ଏହାବ୍ୟତୀତ ସେକ୍ଟର ଅଫିସର,ପୁଲିସ ପେଟ୍ରୋଲିଂ ଗାଡି, ମାଜିଷ୍ଟ୍ରେଟ ଙ୍କ ଦ୍ୱାରା ନିୟମିତ ବ୍ୟବଧାନରେ ତଦାରଖ କରିବାର ବ୍ୟବସ୍ଥା ରହିଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଦ୍ୟାରାଣ’ ର‌ ଅଡିଓ ଲୋକାର୍ପିତ

Sunil Chandra Nayak

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

Sunil Chandra Nayak

ଡୁମେରପଦର ଏସ୍ଏସ୍ ଡି ବିଦ୍ୟାଳୟ ରେ ଅବସର କାଳିନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort