ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଜାମଦା ବ୍ଲକସ୍ତରୀୟ ନୂତନ ସଂଘ ଗଠନ

 ମୟୂରଭଞ୍ଜ -୧୪/୧୨/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ସମ୍ମିଳନୀ କକ୍ଷରେ ପରେଶନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ବ୍ଲକସ୍ତରୀୟ ନୂତନ ସଂଘ ଗଠନ କରାଯାଇଛି |ଏଥିରେ ରାଜ୍ୟ,ଜିଲ୍ଲା,ଉପଖଣ୍ଡର କର୍ମକର୍ତ୍ତାଗଣ ପୂର୍ଣ୍ଣଚନ୍ଦ୍ର ବସା,କାହ୍ନୁଚରଣ ଗିରି,ଦିଲୀପ କୁମାର ମହାନ୍ତ,ପ୍ରଦୀପ କୁମାର ଗିରି,ବାଇଧର ସୋରେନ୍,ରାମଚନ୍ଦ୍ର ଟୁଡୁ,ମୁରୁଲୀଧର ବଳ ଉପସ୍ଥିତ ଥିଲେ |ସମ୍ମିଳନୀ କକ୍ଷରେ ଜାମଦା ବ୍ଲକସ୍ତରୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମୁସ୍ତଫା ଅଲ୍ଲୀଙ୍କୁ ସଭାପତି,ପରେଶନାଥ ନନ୍ଦଙ୍କୁ ଉପସଭାପତି,ସନ୍ତୋଷ କୁମାର ନନ୍ଦଙ୍କୁ ସମ୍ପାଦକ,ତରଣୀସେନ୍ ଦାସଙ୍କୁ ସହସମ୍ପାଦକ,ନରେନ୍ଦ୍ରନାଥ ମହାନ୍ତଙ୍କୁ ଯୁଗ୍ମ ସମ୍ପାଦକ,କାରିଆ ମାଝୀଙ୍କୁ କୋଷାଧ୍ୟକ୍ଷ,ଭାଗିରଥୀ ମହାକୁଡ଼ଙ୍କୁ ନିରୀକ୍ଷକ ରୂପେ ଚୟନ କରାଯାଇଛି |ବିରେନ୍ଦ୍ର ନାରାୟଣ ନାୟକ,ବିଖନ ଚନ୍ଦ୍ର ଦାସ,କାହ୍ନୁ ଚରଣ ଗୋପ,ବଂଶୀଧର ବରାଳଙ୍କୁ ଉପଦେଷ୍ଟା ମଣ୍ଡଳୀ ରୂପେ ଚୟନ କରାଯାଇଥିବା ସୂଚନା ହସ୍ତଗତ ହୋଇଛି |ଜାମଦା ବ୍ଲକର ୧୦ଗୋଟି ପଞ୍ଚାୟତସ୍ତରୀୟ ସଂଯୋଜକ ରୂପେ ବୁଧୁରାମ ସିଂ ତାମୁଡ଼ିଆ,ମାହାତୁ ତନ୍ତୀ,ରାମଚନ୍ଦ୍ର ଟୁଡୁ,ମହେନ୍ଦ୍ର ନାଥ ରଣା,ବେଣୁଧର ବେହେରା,ଗଜେନ୍ଦ୍ର ପିଙ୍ଗୁଆ,ବିଶ୍ବନାଥ ମାର୍ଣ୍ଡି,ମନୋହର ଦାସ,ଯୋଗେଶ୍ବର ମାର୍ଣ୍ଡି ଏବଂ ହରେଶ୍ ନାଥ ନନ୍ଦଙ୍କୁ ଚୟନ କରାଯାଇଛି |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଡ଼ ଭୀମ ରାଓ ଆମ୍ବେଦକର ଙ୍କ 131 ତମ ଜନ୍ମ ବାର୍ଷିକ ପାଳିତ

Sunil Chandra Nayak

ରେଙ୍ଗସାପଲି ଗ୍ରାମରେ ନବକୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ,ଓ ଦୀପ ଜଜ୍ଞ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort