କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପଞ୍ଚମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହେଇଥିଲା । କ୍ରୀଡା ସମାରୋହ କାର୍ଯ୍ୟକ୍ରମ ରେ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡା ର ପରିଚାଳନା ସମିତି ର ଉପସଭାପତି ବୈଶାଖୁ କେତକୀ, ସଭ୍ୟା ନମିତା ମଲ୍ଲିକ, ସଂଯୁକ୍ତା ଖାଲଖୌ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବ୍ରହ୍ମା ପ୍ରସାଦ କାଣ୍ଡ ମଞ୍ଚାସିନ ହୋଇଥିଲେ । ବିଦ୍ୟାଳୟ ର ସଙ୍ଗୀତ ଗୁରୁଜୀ ଅଶ୍ଵିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଭୁପେନ୍ଦ୍ରଦେବ ସାହୁ ଖେଳ ପରିଚାଳନା କରିଥିଲେ । ବିଦ୍ୟାଳୟ ର ବରିଷ୍ଠ ଗୁରୁଜୀ ଦେବେନ୍ଦ୍ର କୁମାର ପଣ୍ଡା,କୁଶ କୁମାର ରାଉତ, ପରମାନନ୍ଦ ମାଝୀ,ମମତା ଚଲାନ,ମଞ୍ଜୁଲା ମାଝୀ, ଦିବ୍ୟ ରାଣୀ ସାହୁ,ଟୁନି ସାହୁ ପ୍ରମୁଖ ଖେଲ ପରିଚାଳନା ରେ ସହୋଯୋଗ କରିଥିଲେ ,ମୋଟ୍ ୩୫ ଟି ପ୍ରତିଯୋଗିତା ତିନୋଟି ବିଭାଗରେ ଅନୁଷ୍ଠିତ ହୋଇ ଥିଲା ।
previous post