ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକଙ୍କ ଉପସ୍ଥିତିରେ ଭାଗବଣ୍ଟା ସରିଲା

ଲଙ୍ଗଳେଶ୍ଵର 14/12/22 /   ହୋହଲ୍ଲା ମଧ୍ୟରେ ବାଲିଆପାଳ ପଞ୍ଚାୟତ ସମିତିର ତୃତୀୟ ବୈଠକ ଅନୁଷ୍ଠିତ। ବାଲିଆପାଳ ବ୍ଲକ ସଭାଗୃହ ମଧ୍ୟରେ ଭାଗବଣ୍ଟା ହୋଇଯାଇଛି। ଗୃହ ଆରମ୍ଭରେ ପ୍ରଥମେ ଖାଉଟି ଓ ଯୋଗାଣ ବିଭାଗର ଆଲୋଚନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଯୋଗ୍ୟ ହିତାଧିକାରୀ ରେଶନ ପାଉନଥିବା ବେଳେ ବହୁ ଅଯୋଗ୍ୟ ହିତାଧିକାରୀ କଳ କୌଶଳ କରି ରେଶନକାର୍ଡ ହାତେଇଥିବା କଥା ଉପରେ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ କହିଥିଲେ l ଯେତିକି ଯୋଗ୍ୟ ହିତାଧିକାରୀ ରେଶନ ପାଇବାରୁ ବଞ୍ଚିତ ଅଛନ୍ତି ତାଠାରୁ ଅଧିକ ଅଯୋଗ୍ୟ ହିତାଧୀକାରୀ ଅନ୍ୟାୟ ଭାବେ ରେଶନ ପାଉଛନ୍ତି। ବହୁ ଅଯୋଗ୍ୟ ହିତାଧୀକାରୀ ରେଶନ ପାଉଛନ୍ତି ବୋଲି ସୂଚନା ପାଇଛନ୍ତି । ଅନ୍ୟ ଏଜେଣ୍ଡା ମଧ୍ୟରେ ୨୦୨୧-୨୨ ର ଏସଏଫସି ଓ ସିଏଫସି ମଞ୍ଜୁରୀ,୨୦୨୧-୨୨ ରେ ହେଭି ରେନଫଲ ପ୍ରୋଜେକ୍ଟ ଏବଂ ୨୦୨୨-୨୦୨୩ ପ୍ରୋଜେକ୍ଟ ବିଷୟରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ଏଜେଣ୍ଡା ଉପରେ ଆଲୋଚନା ସମୟରେ ହୋହଲ୍ଲା ପିଛା ଛାଡି ନଥିଲା।ଏଫଡିଆର କାମକୁ ସରପଞ୍ଚ ମାନେ ସମିତି ସଦସ୍ୟ ଓ ଜିଲ୍ଲା ପତିଷଦ ସଦଦ୍ୟଙ୍କୁ ସାମିଲ ନ କରି ନିଜ ଇଛା ମୁତାବକ କାର୍ଯ୍ୟ କରୁଥିବା ନେଇ ପ୍ରବଳ ପାଟି ତୁଣ୍ଡ ହୋଇଥିଲା।ଏ ବିଷୟରେ ଆଲୋଚନା କରାଯାଇ ସରପଞ୍ଚ ୪୦ ଭାଗ, ସମିତି ସଦସ୍ୟ ୪୦ ଭାଗ ଏବଂ ଜିଲ୍ଲା ପରିଷଦ ସଦଦ୍ୟ ମାନେ ୨୦ ଭାଗ କାମ ପାଇଁ ସୁପାରିଶ କରିବାପରେ ଶାନ୍ତ ପଡିଥିଲା। ବୈଠକରେ ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ବାଲିଆପାଳ ବିଡ଼ିଓ ଵିନୋଦ କୁମାର ପଣ୍ଡା,ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ବାଲିଆପାଳ ବ୍ଲକ ସହକାରୀ ଯନ୍ତ୍ରୀ ଗିରିଜା ପ୍ରଧାନ, ବାଲେଶ୍ଵର ସାଂସଦଙ୍କ ପ୍ରତିନିଧି ମହେଶ୍ୱର ଜେନା ,ଜିଲ୍ଳା ପରିଷଦ ସଦସ୍ୟ ବାବାଜୀ ଦେହୁରୀ,୨୩ ନମ୍ୱର ଜୋନର ଜିଲ୍ଳା ପରିଷଦ ସଦସ୍ୟ ବେଣୁଧର ଜେନା,୨୨ନମ୍ୱର ଜୋନର ଜିଲ୍ଳା ପରିଷଦ ସଦସ୍ୟ ନିଶାକର ସେଠୀ,୨୧ନମ୍ବର ଜୋନର ଜିଲ୍ଳା ପରିଷଦ ସଦସ୍ୟା କାଞ୍ଚନ ବାଳା ଜେନାଙ୍କ ସହିତ ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟ ଉପସ୍ଥିତ ଥିଲେ । ନିର୍ବାଚିତ ପ୍ରତିନିଧି ମାନେ ଗ୍ରାମ ପଞ୍ଚାୟତ ରେ ଲୋକଙ୍କ ମୌଳିକ ସମସ୍ୟାକୁ ବୁଝା ସୁଝା ନକରି ଭାଗ ନେବାରେ ପାଟିତୁଣ୍ଡ କରିବାରେ ସିଧ୍ୟସ୍ତ ରହୁଛନ୍ତି l

ଲଙ୍ଗଳେଶ୍ଵର ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଗୋହିରାପଦର ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା, ହେଲପରର ମୃତ୍ୟୁ ହୋଇଥିବା ସୂଚନା 

Sunil Chandra Nayak

ଜୁନାଗଡ଼ ପୋୖର ନିର୍ବାଚନ ବିଜେପି ର ଜୋରଦାର ପ୍ରଚାର

Sunil Chandra Nayak

କୋକସରା ଜେଏମଏଫସି କୋର୍ଟ ମାଜିଷ୍ଟ୍ରେଟଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort