ରାଇଘର,/ ନବରଙ୍ଗପୁର ଜିଲା ଜିଲ୍ଲା ପରିଷଦ ମୁଖ୍ୟ ଅଧିକାରୀ ଆନ୍ୟ ଦାସ ଗୁରୁବାର ରାଈଘର ବ୍ଲକ ଗ୍ରସ୍ତ କରି ଉନ୍ନୟନ କାର୍ଯ୍ୟ ର ତଦାରଖ କରିବା ଦେଖିବାକୁ ମିଳିଛି। ଏହି ଗ୍ରସ୍ତ ସମୟରେ ଛେଳି ଡଙ୍ଗରୀ ଓ ଗାନ୍ଧୀ ନଗର ଏସ ଏସ ଜି ଦ୍ଵାରା କରାଯାଇଥିବା ଛତୁ ଚାଷ, କଚରାପରା ପାରା ରେ ଥିବା ୫ଟି ଅଲେଖ ମହିମା ଉଚ୍ଚ ବିଦ୍ୟାଳୟ, ୫ଟି ଡୁମୁରୀମୁଣ୍ଡା ଉଚ୍ଚ ବିଦ୍ୟାଳୟ, ୫ଟି ମହଣ୍ଡ ଉଚ୍ଚ ବିଦ୍ୟାଳୟ, 5ଟି ଯୋଡ଼ିଙ୍ଗା ଠାରେ ସଂଯୁକ୍ତା ଉଚ୍ଚ ବିଦ୍ୟାଳୟ, ଗନା ଠାରେ ଥିବା ୫ଟି ଉଚ୍ଚ ବିଦ୍ୟାଳୟ, ବିନୟ ପୁର ଠାରେ ଥିବା ୫ଟି ଉଚ୍ଚ ବିଦ୍ୟାଳୟ, ସହ ଆବର୍ଜନା ଗୃହ ତଥା ନବରଂଗପୁର ଜିଲ୍ଲା ମଣ୍ଡେଇ ରେ ଆଧୁନିକ ପ୍ରଣାଳୀରେ ଚାଷ କରୁଥିବା ଜୈନିକ ଚାଷୀ ଙ୍କୁ ମିଶିଥିବା ଦେଖିବାକୁ ମିଳିଥିଲା। ଏବଂ ଭଲ ସାମଗ୍ରୀ ବ୍ୟବହାର କରି ଅତି ଶିଘ୍ର ସ୍କୁଲ୍ କାମ ସାରିବାକୁ ନିର୍ଦେଶ ଦେଇଥିଲେ। ଏହି ଗ୍ରସ୍ଥ ସମୟରେ ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ କର, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ରଣା, କନିଷ୍ଟ ଯନ୍ତ୍ରୀ, ତନ୍ମୟ ପଟ୍ଟନାୟକ, ଆଶୁତୋଷ ପଣ୍ଡା, ଟି ସାନ୍ତୁନୁ କୁମାର ପାତ୍ର, ସୁକାନ୍ତ ମେହେର, ଦୁର୍ଗା ପ୍ରସାଦ ହାଂସଦା, ବ୍ଲକ ଗ୍ରାମ ପଞ୍ଚାୟତ ଅଧିକାରୀ ଅଜିତ କୁମାର ନନ୍ଦ, ଜିଲ୍ଲା ପ୍ରୋଗମ ଅଫିସର, ରାଜେଶ ପଟ୍ଟନାୟକ, ଜିଲ୍ଲା ଏମ୍ ଜି ଏନ୍ ଆର୍ ଜି ଏ କୋଡ଼ିନେଟର , ସିନିୟର୍ ଟି ସି ବିଚିତ୍ରା ନନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
previous post