ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଚନ୍ଦାହାଣ୍ଡି ବିଜେପି ପ୍ରତିନିଧି ଦଳ

ଚନ୍ଦାହାଣ୍ଡି-18/12(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଏକ ବିଜେପି ପ୍ରତିନିଧି ଦଳ ନବରଙ୍ଗପୁର ଠାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଂଚଳ ର ବିଭିନ୍ନ ସମସ୍ୟା କୁ ନେଇ ଭେଟିଥିଲେ l ଚନ୍ଦାହାଣ୍ଡି ଅଂଚଳରେ ପ୍ରବାହିତ ତେଲ ନଦୀରେ ବୃହତ ଜଳ ସେଚନ ପ୍ରକଳ୍ପ ନିର୍ମାଣ ,ଓବିଶି ଜନସଂଖ୍ୟା ଦୃଷ୍ଟିରୁ ଓବିଶି ଛାତ୍ର ଛାତ୍ରୀ ଙ୍କ ପାଇଁ ଛାତ୍ରlବାସ ନିର୍ମାଣ, 6 ଗୋଟି ପଂଚାୟତ ର ଚାଷୀ 2021-22 ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇ ନଥିବା, ପାନାବେଡା ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବା, ଓ ବ୍ଲକର ଉଚ୍ଚ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲ କରାଯିବାକୁ ଏବଂ ବିଭିନ୍ନ ସମସ୍ୟା ଗୁଡିକୁ ଲିଖିତ ଭାବେ ଜଣେଇଥିବା ଜଣାପଡିଛି l ଏହି ଅଭିଯୋଗ ପ୍ରଦାନ ସମୟରେ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ, ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ବାଘ, ପୂର୍ବତନ ଜିଲ୍ଲାପରିଷଦ ଶ୍ୟାମ ସୁନ୍ଦର ମାଝୀ,ବିଜେପି ନେତା ଦିଲୀପ କୁମାର ଦାସ, ବସନ୍ତ କୁମାର ମାଝୀ,ଭରତ ବାଘ, ଭଦେବ ବାଘ ପ୍ରମୁଖ ଉପସ୍ଥିତ ରହିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ସର୍ବଭାରତୀୟ ଏନସିସି ଟ୍ରାଇବାଲ ଟ୍ରେକିଂ, ଅନାଲୋଚିତ ସ୍ଥାନ ଲୋକଲୋଚନକୁ ଆଣିବାକୁ ପ୍ରୟାସ

Sunil Chandra Nayak

ଶିକ୍ଷକ ନାରାୟଣ ସେନାପତିଙ୍କୁ ମିଳିଲା ନେସନ ବିଲ୍ଡର ଆୱାର୍ଡ

Sunil Chandra Nayak

ରାସ୍ତା କଡରେ ଆତ ପସରା, ବେପାରୀ ପାଇଁ ଅପେକ୍ଷା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort