ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡ଼ ଦିନ କୁ ଦୃଷ୍ଟି ରେ ରଖି ଟିକାବାଲି ଥାନା ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ଆଗାମୀ ବଦଦିନ କୁ ଖ୍ରୀଷ୍ଟ ଭାଇ ଭଉଣି ମାନେ ଶାନ୍ତି ଶୃଙ୍ଖଳା ସହ କିପରି ପାଳନ କରିପାରିବେ ସେଥି ନିମନ୍ତେ କନ୍ଧମାଳ ଜ଼ିଲ୍ଲା ଟିକାବାଲି ଥାନା ପୋଲିସ ପକ୍ଷରୁ ଥାନା ସମ୍ମିଳନୀ ଗୃହ ଠାରେ ଟିକାବାଲି ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ମୟୀ ସେଣ୍ଢ ଙ୍କ ଅଧକ୍ଷତା ରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା lଉକ୍ତ ବୈଠକରେ ପ୍ରତ୍ୟେକ ଅଞ୍ଚଳ ଶାନ୍ତି ଶୃଙ୍ଖଳା ରକ୍ଷା କରି ମନରେ ଭୟ ଭାବ ନରଖି ଆନନ୍ଦ ମନରେ ଖ୍ରୀଷ୍ଟ ପର୍ଵ ବଡ ଦିନ ଡିସେମ୍ବର ୨୫ କୁ ପାଳନ କରିବା ନିମନ୍ତେ ଟିକାବାଲି ଥାନା ଅଧିକାରୀ ଶ୍ରୀମତୀ ସେଣ୍ଢ ଉପସ୍ଥିତ ଜନସାଧାରଣ ଙ୍କୁ ନିବେଦନ କରି ବୁଝାଇ ଥିଲେ । ଏହି କମିଟି ବୈଠକରେ ଉପସ୍ଥିତ ଟିକାବାଲି ବ୍ଲକ ର ମାନ୍ୟଗଣ୍ୟ ବିଶିଷ୍ଠ ଭଦ୍ର ବ୍ୟକ୍ତି ତଥା କନ୍ଧମାଳ ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ,ରାମବିଶି ଦିଗାଲ,ଟିକାବାଲି କୁଇ ସମାଜ ସଭାପତି ତପନ କହଁର,ଟିକାବାଲି ବ୍ଲକ ସମିତି ଅଧ୍ୟକ୍ଷ ଦିଲ୍ଲୀପ କହଁର,ଟିକାବାଲି ଗ୍ରାମ ପଞ୍ଚାୟତ ସରପଞ୍ଚ କୁନ୍ଦରୁ ମଲ୍ଲିକ, ଙ୍କ ସମେତ ଟିକାବାଲି ବ୍ଳକର ଅନ୍ୟ ୧୧ ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ,ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ଦିଗାଲ, ତ୍ରିନାଥ ପ୍ରଧାନ, କୋମଳ ପ୍ରଧାନ ପ୍ରମୁଖବ୍ୟକ୍ତି ଉପସ୍ଥିତ ଥିଲେ l ଏହି କମିଟି ରେ ପ୍ରତ୍ୟେକ ଅଞ୍ଚଳ କୁ ଶୃଙ୍ଖଳିତ ରଖିବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଅଧିବାସୀ ଯେମିତି ମନରେ ଭୟଭାଵ ନରଖି ସୁନ୍ଦର ଏବଂ ଖୁସିରେ ବଡ଼ଦିନ ପାଳନ କରି ପାରିବେ ସେ ସମ୍ପର୍କରେ ବୈଠକରେ ଉପସ୍ଥିତ ବ୍ୟକ୍ତି ମାନେ ଆଲୋଚନା କରିଥିବା ବେଳେ କିନ୍ତୁ ପୂର୍ବ ସ୍ଥିତି ସମୟ ବଦଳି ଯାଇଛି l ସମସ୍ତେ ସଚେତନ ହୋଇଛନ୍ତି l ସମୟ ର ପରିବର୍ତ୍ତନ ହେତୁ ଶୃଙ୍ଖଳିତ ଓ ସୁନ୍ଦର ଭାବରେ ଯେ କୌଣସି ପର୍ବ ପର୍ବାଣି ପାଳନ କରିବାକୁ ସମସ୍ତେ ଚାଁହୁଚନ୍ତି l ଏଣୁ କୌଣସି ପରିସ୍ଥିତି ମଧ୍ୟ୍ୟ କନ୍ଧମାଳ ଜ଼ିଲ୍ଲା କୁ ଜାତି ଧର୍ମ ନାମରେ ବିଶୃଙ୍ଖଳା ହେବାକୁ ଦେବୁ ନାହିଁ ବୋଲି ସମସ୍ତ ପ୍ରତିନିଧି ଆୟୋଜିତ ଶାନ୍ତି କମିଟି ବୈଠକରେ ଦୃଢକ୍ତି ପ୍ରକାଶ କରି କହିଥିବା ବେଳେ ସେଥିପାଇଁ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁ ସମ୍ପର୍କ ରହିବା ଉଚିତ ବୋଲି କୁଇ ସଭାପତି ତପନ କହଁର ଓ ସମାଜ ସେବୀ ତଥା ଗଣମାଧ୍ୟମ ପ୍ରତିନିଧି ସାନୂଜ ବେହେରା ଏଣୁ ବ୍ୟସ୍ତ ବିବ୍ରତ ନ ହୋଇ ସମସ୍ତ ଙ୍କ ମଧ୍ୟରେ ଶାନ୍ତି ସଦ୍ଭାବନା ର ଭାଇ ଚାରା ସୃଷ୍ଟି କରି ଖୁସି ମନରେ ବଡ଼ ଦିନ ଡ଼ିସେମ୍ବର ୨୫ କୁ ଆନନ୍ଦର ସହ ପାଳନ କରିବାକୁ ଉକ୍ତ ଶାନ୍ତି କମିଟି ବୈଠକରେ ମତ ଉପସ୍ଥାପନ କରିଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଖଡ଼ିଆଳ ଗାନ୍ଧି ନଗର ରେ ନିଆଁ

ତ୍ରିଲୋଚନ ପାଢ଼ୀ ଙ୍କ କବିତା ବିଦ୍ୟାଦାତା ଶ୍ରୀଗଣେଶ

Sunil Chandra Nayak

ଆମଦାବେଡା ଗ୍ରାମର ଚାଷୀ ଅପମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort