ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝୋଲା, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୁବର୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

ନବରଙ୍ଗପୁର—-(ମସିହା)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଝୋଲା ଠାରେ ବିଦ୍ୟାଳୟର ସୁବର୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ | ୧୯୭୧ ମସିହାରେ ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏକ ସରକାରୀ ପ୍ରଥମିକ ବିଦ୍ୟାଳୟ ନିଜର ସ୍ୱର୍ଣିମ ଜୟନ୍ତୀ ପାଳନ କରୁଛି ଏପରି ଖବର ଅନ୍ୟ ବିଦ୍ୟାଳୟମାନଙ୍କୁ ପ୍ରେରଣା ଦେବ ବୋଲି ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ମାଝୀ କହିଥିଲେ | ସୁବର୍ଣ ଜୟନ୍ତୀ ଅବସରରେ ଶ୍ରୀ ମାଝୀ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ଏବଂ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ୫ଲକ୍ଷ ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ |ସୁବର୍ଣ ଜୟନ୍ତୀ ଅବସରରେ ବିଦ୍ୟାଳୟ ପ୍ରତିଷ୍ଠା ବର୍ଷ ଠୁ ଅଦ୍ୟାବଧି କାର୍ଯ୍ୟକରିଥିବା ସମସ୍ତ ଶିକ୍ଷକ ମାନଙ୍କୁ ବିଧାୟକ ଶ୍ରୀ ମାଝୀ ମଞ୍ଚରେ ସମ୍ମାନିତ କରିଥିଲେ |୩ ନଂ ଜୋନର ଜିଲ୍ଲା ପରିସଦ ସଭ୍ୟା ଶ୍ରୀମତୀ ଡାଳିମ୍ବ ଭତ୍ରା , ସମିତି ସଭ୍ୟା ରୁକମଣୀ ଭତ୍ରା ,ରାଜପୁର ପଞ୍ଚାୟତ ସରପଞ୍ଚ ପବିତ୍ର ଭତ୍ରା , ପୂର୍ବତନ ସରପଞ୍ଚ ଗୌରଚାନ୍ଦ ମାଝୀ , ଭଣ୍ଡାରିଗୁଡା ସରପଞ୍ଚ ଉଦ୍ଧବ ନାୟକ ପ୍ରମୁଖ ଜନପ୍ରତିନିଧି ମାନେ ଉକ୍ତ ସଭାରେ ଉପସ୍ଥିତ ରହିଥିଲେ | ଉମରକୋଟ ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ମାଝୀ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଉମରକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଦୀଲ୍ଲିପ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ତଥା ରାଜ୍ୟ ସାହିତ୍ୟ ଏକାଡେମି ସଦସ୍ୟ ଶ୍ରୀଯୁକ୍ତ ବଲ୍ଲଭ ରାଉତ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ଉପାନ୍ତ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଉପରେ ନିଜର ମତବ୍ୟକ୍ତ କରିଥିଲେ |ବିଦ୍ୟାଳୟର ସ୍ୱର୍ଣିମ ଜୟନ୍ତୀ ଅବସରରେ ରାଜପୁର, ସିଂଶାରୀ , ପୁଜାରିଭରଣ୍ଡି ଏବଂ ଜୀରାଗୁଡା କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟଗୁଡିକରେ କାର୍ଯ୍ୟ କରୁଥିବା ବରିଷ୍ଠ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟ ନିଷ୍ଠାକୁ ବିଧାୟକ ଶ୍ରୀ ମାଝୀ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡାରେ ଭାଗ ନେଇ ଥିବା ସଫଳ କୃତୀ ପ୍ରତିଯେଗୀମାନଙ୍କୁ ପରିଚାଳନା କମିଟିର ସଭାପତି ଶ୍ରୀ ଚୈତନ ଏବଂ ରାଜପୁର କ୍ଲଷ୍ଟରର ସିଆରସିସି ଶ୍ରୀ ମନୋଜ କୁମାର ବେହେରା ମାନପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ |ସ୍ୱର୍ଣିମ ଜୟନ୍ତୀ ଅବସରରେ ଉମରକୋଟ ବ୍ଲକ ଅନ୍ତର୍ଗତ ବିଭିନ୍ନ କ୍ଲଷ୍ଟରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶତାଧିକ ଦର୍ଶକ ଉପଭୋଗ କରିଥିଲେ |କାର୍ଯ୍ୟକ୍ରମକୁ କରଲବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଚାଳନ କରିଥିବା ବେଳେ ଝୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅନ୍ନଦା ପ୍ରସାଦ ଭୋଇ ସମସ୍ତ ଅତିଥି ,ଛାତ୍ର ଛାତ୍ରୀ ଏବଂ ଆଗନ୍ତୁକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ପ୍ରେମ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort