ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଏଣ୍ଟର ଡିନମିନେସନାଲ ପାଷ୍ଟର ଆସୋସିଏସନ (ନିପା ) ତରଫରୁ ବଡ଼ଦିନ ଉତ୍ସବ 2022

ନବରଙ୍ଗପୁର—(ମସିହା) ନବରଙ୍ଗପୁର ଏଣ୍ଟର ଡିନମିନେସନାଲ ପାଷ୍ଟର ଆସୋସିଏସନ (ନିପା ) ତରଫରୁ ବଡ଼ଦିନ ଉତ୍ସବ 2022 ଆର, କେ କଲୋନୀସ୍ଥିତ ବିବିଲିକାଲ ବାଷ୍ଟିସ ଚର୍ଚ୍ଚରେ ପାଳିତ ହୋଇଯାଇଛି, ଏଥିରେ ମୁଖ୍ୟ ଅଥିତି ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ସମ୍ମାନୀୟ ଅତିଥି ଡ୍ରିମ ଇଣ୍ଡିଆ କୋଷାଗୁମୁଡାର ନିର୍ଦେଶକ ରେଭ ପଙ୍କଜ ସିପା,ଧର୍ମଗଡ଼ ଜୟନ ଫେଲୋସିପର ନିର୍ଦେଶକ ରେଭ କେ. ଜୟ କୁଟି, ଇନ୍ଦ୍ରାବତୀ ଆଗପେ ଇଣ୍ଟରନେସନାଲ ଷ୍ଟେଟ କୋଡିନେଟର ରେଭ ସେବକ ଗରଡା ଓ ମୁଖ୍ୟ ବକ୍ତା ରେଭ ଡ଼ଃ ବି. କେ. ସାହୁ ଯୋଗ ଦେଇ ବଡ଼ଦିନ ଉପଲକ୍ଷେ ପବିତ୍ର ଧର୍ମଶାସ୍ତ୍ର ବାଇବଲରୁ କିଛି ଅଂଶ ପାଠ କରି ସମସ୍ତ ପାଳକ ମାନଙ୍କୁ ବାକ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ, ରେଭ ପ୍ରଦୀପ କୁମାର ନନ୍ଦ ସଭାପତି ପ୍ରଦୀପ ପ୍ରଜ୍ଜଳନ କରି ଏକତା ଓ ବଡ଼ଦିନ ବିଷୟରେ ଆଲୋକ ପାତ କରିଥିଲେ,ଡ଼ଃ ଖ୍ରୀଷ୍ଟଦାନ ନାଗ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବଦ୍ଧନା କରିଥିଲେ, ଡ଼ଃ ତେଜବିନ ନାୟକ ମଞ୍ଚ ପରିଚାଳନା କରିଥିଲେ, ରେଭ ଗାବ୍ରିଏଲ ସେନାପତି ଉପସ୍ଥିତ ସମସ୍ତ ଅତିଥି ଓ ପାଳକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ରେଭ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ ଏନ. କେ. ଖୋସଲା ଉପ ସଭାପତି,ରେଭ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ ଗାବ୍ରିଏଲ ସେନାପତି ସହ ସମ୍ପାଦକ, ରେଭ ଶାମୁଏଲ ଲିମା କୋଷାଧକ୍ଷ, ରେଭ ସରୋଜ କର୍କରା ପବ୍ଲିକ ରେଲେସନ ସମ୍ପାଦକ, ଫାଦେର ତେଜମୟ ଦଣ୍ଡିଆ ରିଲିଫ ସମ୍ପାଦକ, ରେଭ ସୁଜିତ କୁମାର ବାଘ ସୋସିଆଲ କଂସେର୍ଣ ସମ୍ପାଦକ, ରେଭ ବାବୁଲା ପରିଛା ୟୁଥ ସମ୍ପାଦକ, ରେଭ ପିତର ଖୁରା ଓ ମୋହନ ଦାସ ଉପଦେଷ୍ଟା, ରେଭ ପି. ଡି. ହିଆଲ ବୋର୍ଡ ମେମ୍ବର, ବୋର୍ଡ ମେମ୍ବର, ରେଭ ତେଜବିନ ନାୟକ ପ୍ରଗ୍ରାମ ସମ୍ପାଦକ, ରେଭ ସଂଜୀବ କୁମାର ମନବୋଧ ଟ୍ରେନିଙ୍ଗ ସମ୍ପାଦକ, ରେଭ ଦିବାକର ଚେଟି ମିଶନ ସମ୍ପାଦକ, ରେଭ ସୁବାଷ ରନ୍ଧାରୀ ଲିଟେରେଚର ସମ୍ପାଦକ, ରେଭ କେଶବ ମୂର୍ତ୍ତି ଷ୍ଟାଟିସଷ୍ଟିକ ସମ୍ପାଦକ, ରେଭ ଭୁବନ କଛପ କମ୍ୟୁନି କେସନ ସମ୍ପାଦକ, ଅନ୍ୟ ମାନଙ୍କ ନବରଙ୍ଗପୁର ବ୍ଲକର ନେତା ପାଳକ ଜେପସନ ସୁନା ଓ ପାଳକ ନିକୁଞ୍ଜ କର୍କରା,ନବରଙ୍ଗପୁର ମୁନିସିପାଲିଟି ନେତା ରେଭ ପି. ଡି. ହିଆଲ, ରେଭ ଡ଼ଃ ବାବୁଲା ନାଗ ରାଇଘର ବ୍ଲକର ନେତା ଭି. ବୋଇରା ମୁଥୁ ଓ ରେଭ ମୋହନ ଦାସ, ଉମରକୋଟ ବ୍ଲକର ନେତା ରେଭ ବେନ୍ୟାମୀନ ଉପାସି ଓ ରେଭ ରଞ୍ଜିତ ଗରଡା, ଡାବୁଗାଁ ବ୍ଲକର ରେଭ ବିଜୟ କୁମାର ସୁନ୍ଦରମଣି ଓ ରେଭ ବିପିନ ଡ଼ଙ୍ଗରି, ପାପଡାହାଣ୍ଡି ବ୍ଲକର ନେତା ପାଳକ ଗାବ୍ରିଏଲ କର୍କରା ଓ ରେଭ ନାଜରିତ ହିଆଲ, ତେନ୍ତୁଳୀଖୁଣ୍ଟି ବ୍ଲକର ନେତା ରେଭ ରମେଶ ଗରଡା ଓ ପାଳକ ଜାବେଶ ଖୁରା, ନନ୍ଦାହାଣ୍ଡି ବ୍ଲକର ନେତା ରେଭ ବିଜୟ ବସନ୍ତ ନାୟକ ଓ ରେଭ ସାଲେମ ରାଜୁ ଖୁରା, କୋଷାଗୁମୁଡା ବ୍ଲକର ନେତା ରେଭ ସୁମନ ହିଆଲ ଙ୍କ ସହିତ ଦଶଟି ବ୍ଲକର ପ୍ରାୟ 260 ଜଣ ପାଳକ ଉପସ୍ଥିତ ଥିଲେ,ନିପା ସଂଘ ଦ୍ଵାରା ପ୍ରତ୍ୟେକ ପାଳକ ମାନଙ୍କୁ ବାଇବେଲ ଓ ନୋଟ ବୁକ ରଖିବା ନିମନ୍ତେ ସୁନ୍ଦର ବେଗ ଉପହାର ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପୋଲରୁ ଖସି ବୃଦ୍ଧଙ୍କ ମୃତ୍ୟୁ

ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

Sunil Chandra Nayak

ସ୍ବାଧିନତା ଦିବସରେ ଶ୍ରେଷ୍ଠ ଛାତ୍ରଛାତ୍ରୀ’ଙ୍କୁ ପୁରସ୍କାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort