ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନୁଟମାଲ ଗ୍ରାମ ର ତୁଳସା ଶବର ମୃତ୍ୟୁ, ସ୍ବାମୀ, ଶାଶୁ ଓ ଭଉଣୀଙ୍କ ଘର ବାହୁଡା

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅରଡା ଗ୍ରାମପଂଚାୟତ ଚନୁଟମାଲ ଗ୍ରାମର ତୁଳସା ଶବର ସମିତି ସଭ୍ୟ ରୂପେ ପ୍ରତୀନ୍ଦ୍ବନ୍ଦିତା କରୁଥିବା ବେଳେ ସ୍ବାମୀ, ଶାଶୁ ଏବଂ ଭଉଣୀ ରାଜ୍ୟ ବାହାରେ ଅଟକ। ବିଭିନ୍ନ ମହଲ ସହଯୋଗ ପରେ ତିନି ଜଣ ଘର ବାହୁଡା କରିଛନ୍ତି। ତେଲେଙ୍ଗାନା ପେଡପଲ୍ଲୀ ର ରଙ୍ଗାପୁର ଠାରେ ଦାଦନ ରୂପେ ଇଟା ଭାଟିରେ କାମ କରୁଥିଲେ। ଆଜି ତିନି ଜଣ ତାଙ୍କ ଘରକୁ ପହଞ୍ଚିଛନ୍ତି । ତୁଳସା ଶବର ଙ୍କ ମୃତ୍ୟ ପରେ ସ୍ବାମୀ ଭୋସିନ୍ଧୁ ଶବର  କୁ ଇଟା ଭାଟି ମାଲିକ ଛାଡିଛନ୍ତି। ଜିଲ୍ଲାପ୍ରେସ କ୍ଲବ ପକ୍ଷରୁ ଟୁଇଟ କଲାପରେ ଆଜି ତୁଳସା ଙ୍କ ସ୍ବାମୀ, ଶାଶୁ ଏବଂ ତାଙ୍କ ଭଉଣୀକୁ ଇଟାଭାଟି ମାଲିକ ସ୍ଥାନୀୟ ପୋଲିସ ଛାଡିବା ବ୍ୟବସ୍ଥା କରିଛନ୍ତି।  ଘର ବାହୁଡା ହୋଇଅଛି। କିନ୍ତୁ ଘରେ ନିଜ ସ୍ତ୍ରୀ ତୁଳସା ନଥିବା ବେଳେ ଦୁଇଗୋଟି ସନ୍ତାନ ନାବାଳକ ବେସାହାରା ହୋଇ ପଡିଛନ୍ତି। ସନ୍ତାନଙ୍କୁ ସରକାରୀ ସହାୟତା ପାଇଁ ଦାବୀ। କଣ୍ଟାବାଞ୍ଜି ଠାରେ ଶ୍ରମିକଙ୍କୁ କାଗଜରେ ଦସ୍ତଖତ ନେଇଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

“ସ୍ତ୍ରୀ ଶକ୍ତି” ତରଫରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ 

masiha

ମଧୁମିତା ମିଶ୍ର ଙ୍କ କବିତା l l ସନେଟ୍ କାଳିଆ ରେ l l

Sunil Chandra Nayak

ଟ୍ରାକଟର ଓ କାର ଧକ୍କା ରେ କାର ଜଳିଗଲା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort