ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସ୍ତରୀୟ ଗୁଡ଼ାହାଣ୍ଡି ଉତ୍ସଵ ଉପଲକ୍ଷେ ଫୁଟବଲ ପ୍ରତିଯୋଗିତା

କୋକସରା,୨୧/୧୨- କଳାହାଣ୍ଡି ଉତ୍ସବ ୨୦୨୩ ଉପଲକ୍ଷେ ରବିବାର କୋକସରା ବ୍ଲକ ସ୍ତରୀୟ ଗୁଡ଼ାହାଣ୍ଡି ଉତ୍ସଵ ପାଇଁ ରବିବାର ଟେମରା ଖେଳପଡିଆରେ ବ୍ଲକର ୬ ପଞ୍ଚାୟତର ମିଳିତ ଆୟୋଜନରେ ପଂଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l କାର୍ଯ୍ୟକ୍ରମର ସଭାପତି ଭାବେ ଟେମରା ସରପଞ୍ଚ କ୍ଷିତୀରାମ ପାତ୍ର, ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ସରପଞ୍ଚ ଡୁଡୁକାଠେଙ୍ଗା ହରିପ୍ରିୟା ନାଗ ଯୋଗ ଦେଇଥିଲେ l ପଂଚାୟତ ସମିତି କୋକସରା ଆନୁକୂଲ୍ୟରେ ପ୍ରଥମ ଦିନରେ ୬ ଟି ପଂଚାୟତ ଟେମରା, ମହିମା, ଖୁଣ୍ଟିଆ, ଡୁଡୁକାଠେଙ୍ଗା, ଗୋତୋମୁଣ୍ଡା ଓ ସାନ ପୋଡାଗୁଡା, ପଂଚାୟତର ୮ ଟି ଫୁଟବଲ ଦଳ ଭାଗ ନେଇଥିଲେ l ଡ଼େଙ୍ଗାଗୁଡ଼ା ସ୍କୁଲ ଖେଳ ଶିକ୍ଷକ ଶଙ୍କର ପୋଡ଼, ଚିତ୍ତ ରଞ୍ଜନ ଠାକୁର ଖେଳ ପରିଚାଳନା କରିଥିଲେ l ଟେମରା ସମିତି ସଭ୍ୟା ଅନୁସୟା ମାଝୀ, ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ମହିମା ସରପଞ୍ଚ ଇଶରାମ କୋଲଥିଆ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ, ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ, ସାନପୋଗୁଡା ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରି, ସମିତି ସଭ୍ୟା ପାର୍ବତୀ ନାଗ, ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରୀ, ସମିତି ସଭ୍ୟା ଶାମୁକା ନାଏକ ଉପସ୍ଥିତ ରହି ଖେଳାଳିକୁ ଉତ୍ସହିତ କରିଥିଲେ l ଫୁଟବଲ ପ୍ରତିଯୋଗିତାରେ ଟେମରା ଖେଳାଳି ଚମ୍ପିୟାନ ହୋଇଥିବା ବେଳେ ଡୁଡୁକାଠେଙ୍ଗା ଖେଳାଳି ରନର୍ସ ଅପ ହୋଇଥିବାରୁ ତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ନିଆଁ ଲିଭାଇବା ସମନ୍ଧୀୟ ସଚେତନତା ଅଭିଯାନ

Sunil Chandra Nayak

ହାଇସ୍କୁଲ ସାର୍ଟିଫିକେଟ ଗ୍ରେଡ ୧ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort