ଗୋଲା ମୁଣ୍ଡା -: ଦଶପୁର ଗ୍ରାମର ସ୍ବର୍ଗତ ରାମ ମେହେରଙ୍କ ଅକାଳ ମୃତ୍ୟୁ ବରଣ ହୋଇ ଯାଇଛି । ତାଙ୍କର ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି, ସେ ଥିଲେ ବିଜେଡିଦଳର ଜଣେ ସଂକ୍ରିୟ କର୍ମୀ, ପରୋପକାରୀ,ତାଙ୍କର ଏଭଳି ଅଚାନକ ମୃତ୍ୟୁ ରେ ଅନେକ ବିଜେଡି ନେେତା ଶୋ କ ପ୍ର କା ଶ କ ରି ଛ ନ୍ତି ।ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଏବଂ ପରିବାରଙ୍କ ମଙ୍ଗଳ କାମନା ପାଇଁ ଭଗବାନ ଜଗନ୍ନାଥ ଙ୍କ ଠାରେ ଅଞ୍ଚଳର ବା ସି ଜନସାଧାରଣ,ବୁଦ୍ଧିଜୀବୀ ମହଲରେ ପ୍ରାଥନା କରିବା ସହିତ ବରିଷ୍ଠ ସାମ୍ବାଦିକ ରାମକୁମାର ସେନାପତି ଙ୍କ ପରିବାର ପକ୍ଷରୁ ମର୍ମାହତ, ସେ କିଛି ଦିନ ପୂର୍ବରୁ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ନେଇ ହଟାତ ଟଳି ପଡିଛନ୍ତି, ତାଙ୍କର ମୃତ୍ୟୁ ସମୟରେ ୪୦ବର୍ଷ ହୋଇ ଥିବା ବେଳେ ତାଙ୍କର ଦୁଇଟି ପୁଅ ଓ ନିଜର ସହଧାର୍ମିନ, ବୃଦ୍ଧ ବାପା ଓ ଜଣେ କନିଷ୍ଠ ଭାଇ ରହିଛି, ତାଙ୍କର ମୃତ୍ୟୁ ପରେ ସମସ୍ତେ ଉପସ୍ଥିତ ରହି ତାଙ୍କର ଶବ ସତ୍କାର କରିଥିଲେ,
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ୍,