ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଯୁବ ଉତ୍ସବ – ୨୦୨୩ରେ ଓଡ଼ିଆ ପୁଅ ବିକ୍ରମ କେଶରୀ ନାଥ ପୁରସ୍କୃତ

କଟକ(ମନିସ),୧୯/୦୧ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଯୁବକ ସମାଜସେବୀ ବିକ୍ରମ କେଶରୀ ନାଥ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର(ଏନୱାଇକେ) ସଂଗଠନ ଦ୍ୱାରା ମନୋନୀତ ହୋଇ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରାଳୟ ପକ୍ଷରୁ କର୍ଣ୍ଣାଟକର ହୁବୁଲି ଠାରେ ପାଞ୍ଚ ଦିନ ବ୍ୟାପି ଆୟୋଜିତ ୨୬ ତମ ଜାତୀୟ ଯୁବ ଉତ୍ସବରେ କଟକ ଜିଲ୍ଲାରୁ ପ୍ରତିନିଧିତ୍ବ କରି ନିଜର ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତି ଅତିଥି ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି l ଜାତୀୟ ଯୁବ ସ୍ୱେଚ୍ଛାସେବୀ, ପରିବେଶବିତ ବିକ୍ରମ କେଶରୀ ନାଥଙ୍କୁ ଏଥି ନିମନ୍ତେ ଅନେକ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l

କଟକ ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ନିଆଁ ଲାଗି ଧାନ ଗଦା ପୋଡ

masiha

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

ଓଡ଼ିଶା ଦିବସରେ ମହାନ ବରପୁତ୍ରମାନଙ୍କୁ ରାଜ୍ୟ ସଭାପତିଙ୍କ ଶ୍ରଦ୍ଧାଞ୍ଜଳି ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଢ଼ି ତୋଳିବା : ମନମୋହନ ସାମଲ

Sunil Chandra Nayak

Leave a Comment

error: Content is protected !!