ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ପଞ୍ଚାୟତ ନିର୍ବାଚନ କୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ନେଇ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ନୂଆପଡା : ନୂଆପଡା ଜିଲ୍ଲା ରେ ଚଳିତ ପଂଚାୟତ ନିର୍ବାଚନ କୁ ଅବାଧ, ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ କରିବା ନେଇ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଜିଲ୍ଲାରେ ପାଞ୍ଚ ଗୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଲେ ବୁଥ ପ୍ରସ୍ତୁତି, ଷ୍ଟ୍ରଙ୍ଗ କୋଠରୀ ସମସ୍ତ ବ୍ୟବସ୍ଥା, ନିର୍ବାଚନ ଅଧିକାରୀଙ୍କୁ ତାଲିମ ପ୍ରଦାନ ,ବେଲଟ ପେପର ପ୍ରସ୍ତୁତି, ବେଲଟ ବକ୍ସ ସବୁ ମହଜୁଦ ରହିଥିବା ବେଳେ ଅଧିକାରୀଙ୍କ ଘନ ଘନ ନିରୀକ୍ଷଣ ଏବଂ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚି ଥିବା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ଖଡ଼ିଆଳ ଠାରେ ଷ୍ଟ୍ରଙ୍ଗ କୋଠରୀ ନିରୀକ୍ଷଣ ଏବଂ ସମସ୍ତ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଉପଜିଲ୍ଲାପାଳ ତରଣୀ ସେନ ନାୟକ, ଜିଲ୍ଲା କ୍ଷୁଦ୍ର କୁଟୀର ଶିଳ୍ପ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଖଡ଼ିଆଳ ତହସିଲଦାର ସିନ୍ଧୁସୂତା ପାତ୍ର, ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ, ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ,ଖଡ଼ିଆଳ ଯନ୍ତ୍ରୀ ତାମ୍ବରଧ୍ୱଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ ଦ୍ବାରା ଦେବହୁତି କରଙ୍କ ୩ଟି ପୁସ୍ତକ ଲୋକାର୍ପିତ

Sunil Chandra Nayak

କବିତା – ମା ଲୋ ସମଲେଶ୍ଵରୀ

Sunil Chandra Nayak

ଓଡ଼ିଶା ସାମ୍ବାଦିକ ସଂଘ କଳାହାଣ୍ଡି ଶାଖାର କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort