ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୀତା ଆବୃତ୍ତି ପ୍ରତିଯୋଗିତାରେ ଦୁଇ ଛାତ୍ରୀ ପୁରସ୍କୃତ

ଜୟପାଟଣା:୦୯/୦୨ //କଳାହାଣ୍ଡିର ଭାଷା ସଂସ୍କୃତି ପଶ୍ଚିମାଞ୍ଚଳ ହୋଇଥିବାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର । ତଥାପି ଏହି ଅଞ୍ଚଳରେ ଦେଶର ଜାତୀୟ ଭାଷା ତଥା ରାଜ୍ୟର ପ୍ରମୁଖ ଭାଷାରେ ନିପୁଣତା ଦେଖିବାକୁ ମିଳେ । ଚଳିତ ସପ୍ତାହରେ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚାଗାଁ ଉପ୍ରା ବିଦ୍ୟାଳୟର ଦୁଇ ଛାତ୍ରୀ ଭଉଣୀ ଦ୍ବୟ ଚତୁର୍ଥରୁ ସପ୍ତମ ଶ୍ରେଣୀ ବିଭାଗ ଗୀତା ଆବୃତ୍ତି ପ୍ରତିଯୋଗିତାରେ ସୁନୀତା ତୃତୀୟ ଏବଂ ସୁହାନା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତା ଗତ ୭ ତାରିଖ ଦିନ ଜଗତପୁର କଟକ ସ୍ଥିତ ଚିନ୍ମୟ ମିଶନ ଆଶ୍ରମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

Sunil Chandra Nayak

ଲାଞ୍ଜିଗଡ଼ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଏମ. ଚନ୍ଦ୍ରଶେଖର ସଭାପତି : କିଶୋର ପେସନିଆ ସାଧାରଣ ସଂପାଦକ

Sunil Chandra Nayak

ମିଶନ ଶକ୍ତି ମାଧ୍ୟମ ରେ ଲିଙ୍ଗ ଭିତ୍ତିକ ପରୀସମାପ୍ତି କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!