ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପ୍ତମ ତମ ବାର୍ଷିକ ସିନ୍ଦେର ଉତ୍ସବ

ଥୁଆମୁଳ ରାମପୁର:୧୧/୦୨ – (ମ.ନି.ସ):- ସିନ୍ଦେର ଝରଣାକୁ ନେଇ ସିନ୍ଦେର ନାମରେ ସପ୍ତମ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଦୁଇ ଦିନ ଧରି ହେବାକୁ ଥିବା ଆଜି ପ୍ରଥମ ଦିବସରେ ମହିଳା ମାନେ କଳସଯାତ୍ରା ସହ ପୁରୁଷ ପାଇଁ ଭଲିବଲ ପ୍ରତିଯୋଗିତା ଆୟୋଜନ କରାଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ବଲଙ୍ଗୀ ଗ୍ରାମରେ ବାର୍ଷିକ ସିନ୍ଦେର ଉତ୍ସବ ପାଳିତ ହେଉଅଛି l ବଲଙ୍ଗୀ ଗ୍ରାମ ସିନ୍ଦେର ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହଯୋଗ ରେ ବାର୍ଷିକ ସିନ୍ଦେର ଉତ୍ସବ ଅନୁଷ୍ଠିତ ହେଉଛି l ଏହି ଉତ୍ସବ ବିଗତ ସାତ ବର୍ଷ ଧରି ବଲଙ୍ଗୀ ଗ୍ରାମ ବାସୀ ସହ ସିନ୍ଦେର ଅନୁଷ୍ଠାନ ପକ୍ଷରୁ ଆୟୋଜନ କରିଆସୁଛନ୍ତି l ଏହି ଅବସରରେ ଗ୍ରାମର ମହିଳାମାନେ କଳସ ଶୋଭାଯାତ୍ରାରେ ବଲଙ୍ଗୀ ଗ୍ରାମରୁ ସିନ୍ଦେର ଜଳପ୍ରପାତ ଠାରୁ ଜଳ ଉଠେଇ ଛଞ୍ଚାନ ନଦୀ ରେ କଳସିର ଜଳକୁ ଢାଳିଥିବା ଜଣାପଡିଛି l କଳସ ଯାତ୍ରା ଅତିସୁନ୍ଦର ହୋଇଥିବା ବେଳେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ନେଇ ଅଞ୍ଚଳବାସୀ ବହୁତ ଆନନ୍ଦ ଉଲ୍ଲାସରେ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ଏହି ଦର୍ଶନୀୟ ସ୍ଥାନଟି ରହିଯାଇଛି। ତେଣୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ସରକାରଙ୍କ ପକ୍ଷରୁ ସିନ୍ଦେର ଝରଣାର ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟ କରଣ ଯଦି କରାଯାଏ। ତେବେ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହୋଇପାରନ୍ତା, ସିନ୍ଦେର ଝରଣା କୁ ରାଜ୍ୟ ସ୍ତରରେ ମାନ୍ଯତା ମିଳିବା ନିହାତି ଭାବରେ ଜରୁରୀ ରହିଛି। ଏହାକୁ ମାନ୍ଯତା ପ୍ରଦାନ ଯଦି କରାଯିବ ତେବେ ଅଞ୍ଚଳର ବିକାଶ ଦିଗରେ ସୁଗମ ହୋଇପାରିବ ଏବଂ ଦୂର ଦୂରାନ୍ତ ରୁ ଆସୁଥିବା ଶହଶହ ପର୍ଯ୍ୟଟକ ଉପକୃତ ହେବେ। ସିନ୍ଦେର ଜଳପ୍ରପାତର ବିରଳ ଦୃଶ୍ୟ ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିପାରୁଛି କିନ୍ତୁ ଏହି ସ୍ଥାନକୁ ଗାଡିମଟର ସାହାଯ୍ୟ ରେ ଯିବା ପାଇଁ ସୁବିଧା ନାହିଁ ସେଠାକୁ ଯିବାକୁ ହେଲେ ପାଦଚଲା ମାଟିରାସ୍ତା ଅଛି। ବର୍ଷା ସମୟରେ ବହୁତ ଅସୁବିଧା ହୁଏ ଯାହାକି କାଦୁଅ ଭରପୁର ହୋଇଥାଏ। ଖାଲ ଖମାର ହେତୁ ବିପଦଜନକ ପରିସ୍ଥିତି ଉପୁଜିବା ସ୍ବାଭାବିକ ହୋଇପଡେ। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଆହୁରି ଆମେ ଟିକେ ଅଧିକ ଭଲ କରିପାରିଥାନ୍ତୁ ବୋଲି ଗ୍ରାମ ବାସୀ ପ୍ରକାଶ କରିଛନ୍ତି l ଆସନ୍ତା କାଲି ରାଜ୍ୟସ୍ତରୀୟ ରେକଡ଼ ଡାନ୍ସ ପ୍ରତି ଯୋଗିତା ଆୟୋଜନ ହେବ। ତେଣୁ ଗ୍ରାମବାସୀ ସବିନୟ ଅନୁରୋଧ କରିଛନ୍ତି ଉକ୍ତ ଉତ୍ସବରେ ଅଂଶ ଗ୍ରହଣ ପୂର୍ବକ ଉପଭୋଗ କରିବା ପାଇଁ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସାଇଭେଲି ୱାଲ୍ଡ ସ୍କୁଲର ୧୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

Sunil Chandra Nayak

ବିଂଝାଲ ସମାଜ ପକ୍ଷରୁ ସହିଦ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort