ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ବାଚନ ହିଂସା , ସରପଞ୍ଚ ପ୍ରାର୍ଥୀ ଙ୍କୁ ଆକ୍ରମଣ

ଆସନ୍ତା କାଲି ନିର୍ବାଚନ ଆରମ୍ବ ନ ହେଉଣୁ ଖଡିଆଳ ବ୍ଲକ ସୁନାରିସିକୁଆଁ ଗାଁ ରେ ରାଜନୀତି ହିଂସା ଘଟିଛି , ସୁନାରିସିକୁଆଁ ପଚାଂୟତ ର ସରପଚଂ ପ୍ରାର୍ଥି ଚୁଲମଣି ବୈଠାରୁ ଙ୍କୁ ପ୍ରଥମେ ଅପହରଣ କରାଯାଇଥିବା ବେଳେ ଆଜି ସକାଳୁ ଏକ ପୋଲିଆ ରେ ହାତ ଗୋଡ ମୁହଁ ବନ୍ଦା ଅବସ୍ଥା ରେ କିଛି ଗାଇ ଚରାଳି ଦେଥିବାକୁ ପାଇଥିଲେ,ପରେ ତାଙ୍କ ପରିବାର ଲୋକ ମାନେ ଉଦ୍ଧାର କରି 108 ଏମ୍ବୁଲେନ୍ସ ଗାଡି ଯୋଗେ ଖଡିଆଳ ଏସଡିଏଚ ହସପିଟଲ ରେ ଭର୍ତି କରାଯାଇଛି,ଆହାତ ସରପଚଂ ପ୍ରାର୍ଥି କଥା ବାର୍ତା କରିପାରୁନାନ୍ତି,ଆହାତ ପରିବାର ଙ୍କ ଲୋକମାନେ ତାଙ୍କ ବିରୋଧି ପ୍ରାର୍ଥି ମାନେ ଏଘଟଣା ଭିଆଇଥିବା ସନ୍ଦେହ କରୁଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର, ଚୟନ ପକ୍ରିୟାରେ ଭାଗ ନେବା ଲାଗି ସରପଞ୍ଚ ଓ ଗ୍ରାମ ପ୍ରଧାନଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort