ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଶା” ର ତୃତୀୟ ଜନ୍ମ ବାର୍ଷିକ ନିଆରା ଢଙ୍ଗରେ ପାଳିତ

 ବ୍ୟୁରୋ ରିପୋର୍ଟ   :- ନିଆରା ଢଙ୍ଗରେ ସଙ୍ଗଠନର ଜନ୍ମ ବାର୍ଷିକ ପାଳନ କରିଲେ ସାମାଜିକ କର୍ମୀ । ସାରା ଓଡ଼ିଶାକୁ ନେଇ ଗଠିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର ନିସ୍ୱାର୍ଥପର ଭାବେ ସମାଜ ସେବା କ୍ଷେତ୍ରରେ ଆଗେଇ ଆସୁଥିବା ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଶା” ର ତୃତୀୟ ଜନ୍ମ ବାର୍ଷିକ ଅବସରରେ ସଙ୍ଗଠନ ର ସଦସ୍ୟ ଦିଲ୍ଲୀପ କୁମାର ସ୍ବାଇଁ, ନାରାୟଣ ସାହୁଙ୍କ ମିଳିତ ସହଯୋଗ ରେ ଆଜି ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁଙ୍କ ନେତୃତ୍ୱରେ ବାଲୁଗାଁ ଚିଲିକା କୂଳରେ ଅବସ୍ଥିତ ବୃଦ୍ଧା ଆଶ୍ରମରେ କିଛି ଶୁଖିଲା ଖାଦ୍ୟ ସହିତ ଫଳ ବଣ୍ଟନ କରାଯାଇ ଥିଲା। ସଙ୍ଗଠନର ସମସ୍ତ ସଦସ୍ୟ ବୃଦ୍ଧା ଆଶ୍ରମରେ ପହଞ୍ଚି ପ୍ରଥମେ ସମସ୍ତ ବୃଦ୍ଧ ବୃଦ୍ଧା ମାନଙ୍କର ଆଶ୍ରୀବାଦ ନେଇଥିଲେ ଓ ସମସ୍ତଙ୍କ ସୁଖ ଦୁଃଖ ପଚାରି ବୁଝିବା ସହ ସେମାନଙ୍କ ହାତକୁ କିଛି ଶୁଖିଲା ଖାଦ୍ୟ ସହିତ ଫଳ ତାଙ୍କ ହାତକୁ ପ୍ରଦାନ କରିଥିଲେ। ଆପଣ ମାନଙ୍କ ଆଶ୍ରୀବାଦ ସଦା ସର୍ବଦା ଆମ ପାଖରେ ଥାଉ ଆଗାମୀ ଦିନରେ ଆହୁରି ଆପଣ ମାନଙ୍କୁ ସହଯୋଗ କରିବୁ ବୋଲି ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ କହିଥିଲେ। ଏଥିରେ ସଙ୍ଗଠନର ସଦସ୍ୟ ବଇକୁଣ୍ଠ ପ୍ରଧାନ, ସନ୍ଧ୍ୟା ରାଣୀ ବେହେରା, ଅଶୁଂରାଣୀ ମହାପାତ୍ର, ମୋନାଲିସା ରାଉତ, ଶିବାନୀ ମହାରଣା ଙ୍କ ସମେତ ବାଲୁଗାଁ କଲେଜର କିଛି ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।।

 

Related posts

୪୨ ଜଣିଆ ଟିମ୍ ଙ୍କ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁଥିବା ଓଡ଼ିଶା ସ୍କିଲ କଂକ୍ଲଭ୍ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାତ୍ରା

Sunil Chandra Nayak

ସଂକଳ୍ପ ସପ୍ତାହ ଉଦଯାପନ 

masiha

ଅନୁଷ୍ଠିତ ହେଲା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort