ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ପଦବୀରେ ଅଭିଶିକ୍ତ ପରେ ସମସ୍ତ ବିଦ୍ୟାଳୟରେ ଛୁଟୁଛି ସ୍ଵାଗତ ସମ୍ବର୍ଧନାର ସୁଅ

ନବରଙ୍ଗପୁର–(ମସିହା) ଉମରକୋଟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବରେ କୈଳାଶ ଚନ୍ଦ୍ର ବେହେରା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଶ୍ରୀବେହେରା ଦୀର୍ଘ ଦିନ ଧରି 2013 ମସିହାରୁ ପଦୋନ୍ନତି ହୋଇଥିଲେ ମଧ୍ୟ ଉକ୍ତ ପଦବୀ ରେ ଅବସ୍ଥାପିତ ନ କରାଇବାରୁ ଶ୍ରୀ ବେହେରା କଟକ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଫଳରେ ସତ୍ୟର ଜୟ ହୋଇଥିଲା। ତାଙ୍କର ଦଶବର୍ଷ ର ସଂଗ୍ରାମ ରେ ଜୟଲାଭ କରି ଉମରକୋଟ ସ୍ଥିତ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀଭାବରେ ଯୋଗ ଦେଇଥିବାରୁ ଅନେକ ଶିକ୍ଷକ ତାଙ୍କୁ ସ୍ୱାଗତ କରିଥିଲେ ।ଶ୍ରୀ ବେହେରା ଏବିଓ ଙ୍କୁ ବିଭିନ୍ନ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି ବିଭିନ୍ନ ସାଧନ କେନ୍ଦ୍ର ର ସଂଯୋଜକଙ୍କୁ ନେଇ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ ପ୍ରଥମେ ଜାମରଣ୍ଡା ସାଧନ କେନ୍ଦ୍ର ର ଚଉବନ ସାହୁ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରାଇଥିଲେ ଯଥା ଜାମରଣ୍ଡା 13 ନମ୍ବର ବିଦ୍ୟାଳୟର ସୌଭାଗ୍ୟବତୀ ପାଢ଼ୀ, ଜୟନ୍ତ କାନ୍ତି ମଣ୍ଡଳ, ଦଣ୍ଡସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶ୍ୟାମଲ ସ୍ବର୍ଣ୍ଣକାର, ରାଜେନ୍ଦ୍ର ଭତରା, ମନୀନ୍ଦ୍ର ଭତରା, ସୁନିତା ଢ଼ାଲି, ଶରତ କୁମାର ମହାନ୍ତି, ଗାଡିକୋଟ ର ରମାକାନ୍ତ ବାଇନ, ଜୁନାଗୁଡ଼ା ଆନନ୍ଦ ଜେନା ଓ ଆଦିବାସୀ ଶଙ୍କରଡ଼ା ସ୍କୁଲ ପରିଦର୍ଶନ ପରେ ଦଙ୍ଗରୀଗୁଡା ବ୍ରଜେନ୍ଦ୍ର ବିଶ୍ୱାସ ଖଗପତି କନ୍ଧପାଣି, ଘେନୁ ଜାନି, ବେନରା ସାଧନ କେନ୍ଦ୍ରର ଶଙ୍କରଡ଼ା ୟୁଭି୧୫ ବିଦ୍ୟାଳୟ ର ସୁଶାନ୍ତ କୁମାର ରାଉତରାୟ, ମିଲନ କୁମାର ସରକାର ଓ ସିଲାଟି ଆଦିବାସୀ ସୁଦର୍ଶନ ଦାସ ଓ ସାଧନ କେନ୍ଦ୍ର ସଂଯୋଜକ ସତ୍ୟବ୍ରତ କର ଓ ରାଜପୁର ସାଧନ କେନ୍ଦ୍ର ସଂଯୋଜକ ମନୋଜ ବେହେରା ସମେତ ସର୍ବେଶ୍ୱର ମଲ୍ଲିକ, ରତନ ସରକାର, ଲଖ୍ମଣ ଭତରା, ଅନନ୍ତ କୁମାର ଦାସ ଯୋଗଦେଇ ଶ୍ରୀ କୈଳାଶ ଚନ୍ଦ୍ର ବେହେରା ଙ୍କୁ ଉପଢୌକନ ମାନପତ୍ର ପ୍ରଦାନ କରିଥିଲେ। ତତସହିତ ଶ୍ରୀବେହେରା ଙ୍କ ଉପରେ ସଂଗ୍ରାମୀ କବିତା ପାଠ କରିଥିଲେ। କୈଳାଶ ବେହେରା ସୁପରିଚିତ,ଲୋକପ୍ରିୟ,ମେଳାପି ହୋଇଥିବାରୁ ସହସ୍ର ମାତ୍ରା ରେ ଶିକ୍ଷକମାନେ ଭଲ ପାଉଥିବା ଦେଖି ଶ୍ରୀ ବେହେରା ଖୁସି ବ୍ୟକ୍ତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

କମି ଆସିଲାଣି କାଠ ଗଣ୍ଡିରେ ହେଉଥିବା ପାରମ୍ପାରିକ ଧାନ ମଳା ପଦ୍ଧତି

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ବାସନ୍ତୀ ଲତା ଜେନା, ଗାନ୍ଧୀ ନଗର, ନବରଙ୍ଗପୁର, ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort