ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେବେ ସମ୍ପୂର୍ଣ୍ଣ ହେବ ବେହେରା ଠାରେ ମିନି ଷ୍ଟାଡିୟମ ?

ଧର୍ମଗଡ/- ୫/୩/୨୨ରାଜ୍ୟ ସରକାର କ୍ରୀଡାବିତ ତଥା କ୍ରୀଡ଼ା ର ବିକାଶ ପାଇଁ ଅନେକ ପଦକ୍ଷେପ ମାନ ନେଉ ଛନ୍ତି । ଏଥି ସହ ବିଭିନ୍ନ ସ୍ଥାନ ରେ ମିନି ଷ୍ଟାଡିୟମ ମାନ ମଧ୍ୟ ନିର୍ମାଣ ହେଉଛି ତେବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଠାରେ ମିନି ଷ୍ଟାଡିୟମ ଟି ଅସମ୍ପୂର୍ଣ୍ଣ ଭାବେ ପଡ଼ି ରହିଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି ।

       ଧର୍ମଗଡ ବ୍ଲକ ବେହେରାସ୍ତିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆକୁ ମିନି ଷ୍ଟାଡିୟମ ଭାବେ ରୁପାନ୍ତରିତ କରିବା ପାଇଁ ଗତ କିଛି ବର୍ଷ ତଳେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ କଳାହାଣ୍ଡି ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ତାଙ୍କ ବିଧାୟକ ପାଣ୍ଠି ରୁ ୨୦ଲକ୍ଷ ଓ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ନବରଙ୍ଗପୁର ସାଂସଦ ରମେଶ ମାଝି ୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ଏହି ଅନୁଦାନ ଟଙ୍କା ରେ କେବଳ ୨ ପାର୍ଶ୍ବ ପାଚେରୀ ନିର୍ମାଣ ସହିତ ପଡିଆ ରେ ମାଟି ପୋତା ଏବଂ ଏକ ଗେଟ୍ ତିଆରି କରାଯାଇଛି। ପଡ଼ିଆ ର ଅନ୍ୟଦୁଇ ପାର୍ଶ୍ଵ ମୁକୁଳା ପଡ଼ିଛି । ଫଳ ରେ ଗୋରୁଗାଈ ଙ୍କ ଏହା ଚାରଣ ଭୁଇ ପାଲଟିଛି । ଏହାକୁ ନେଇ ଖେଳାଳି ଙ୍କ ମଧ୍ଯ ରେ ଅସନ୍ତୋଷ ଦେଖାଦେଇଛି। ପଡ଼ିଆ ରେ ଏକ ଦର୍ଶକ ଗ୍ୟାଲେରୀ ସହ ଏକ ଫିଟନେସ ଜୀମ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି । ପ୍ରକାଶଯୋଗ୍ୟଯେ ଏଠାକାର ଖେଳାଳି ମାନେ ଜିଲ୍ଲା ତଥା ରାଜ୍ଯ ସ୍ତର ରେ ଆୟୋଜିତ ବିଭିନ୍ନ କ୍ରୀଡ଼ା ରେ ଭାଗ ନେଇ ନିଜ ତଥା ଅଂଚଳ ପାଇ ଗୌରବ ଆଣିଛନ୍ତି। ଏହି ଖେଳ ପଡିଆ ରେ ବିଭିନ୍ନ ସମୟ ରେ ଜିଲ୍ଲା/ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫୁଟବଲ ଟୁର୍ଣ୍ଣାମେଣ୍ଟ ସହିତ ଅଞ୍ଚଳ ରେ ହେଉଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ମଧ୍ଯ ଏ ପଡିଆରେ କରାଯାଏ । ପ୍ରଶାସନ ଏଥି ପ୍ରତି ତତ୍ପରତା ଦେଖାଇବା ସହ ପଡିଆ କାମକୁ ଶିଘ୍ର ସାରିବା କୁ କ୍ରୀଡାବିତ ଙ୍କ ସମେତ ସ୍ଥାନୀୟ ଅଧିବାସୀ ଙ୍କ ପକ୍ଷ ରୁ ଦାବୀ ହୋଇଛି। ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ରତିନାରାୟଣ ରାଉତ ଙ୍କ କବିତା ଶ୍ରୀମନ୍ଦିର ନୀଳଚକ୍ର 

ଜୀବନ ଜ୍ୟୋତି କ୍ଲବ ତରଫରୁ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଆଇଏଏସଙ୍କ ଧର୍ମଗଡ଼ ଗ୍ରସ୍ତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort