ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ଭିତ୍ତିକ ଚାଷୀ ମାନଙ୍କ ତାଲିମ ଶିବିର

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ସେବା କମିନିଷ୍ଟି ହଲରେ କୃଷି ଭିତ୍ତିକ ଜିଲ୍ଲା ଭିତରେ ଅଣ ଆବାସିକ ତାଲିମ କାର୍ଯ୍ୟକ୍ରମ ଆତ୍ମା ଅଧିନ ରେ ଚାଷୀ ମାନଙ୍କୁ ଜୈବିକ ପଦ୍ଧତିର ଚାଷ ତାଲିମ ଦିଆଯାଇଥିଲା ପ୍ରଥମେ ସମସ୍ତ ଚାଷୀ ମାନଙ୍କୁ ଖାତା କଲମ ଦିଆ ଯାଇ ସମସ୍ତ ସଂଗୃହିତ ଚାଷ ଜୈବିକ ପଦ୍ଧତିର ବ୍ୟବହାର ଉପରେ କେମିତି ଉପଲବ୍ଧି ହେବେ ସେହି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଖାତାରେ ସମସ୍ତ ଚାଷୀ ତାଲିକା ଲେଖି ଜଣାଇଥିଲେ ଏହି କାର୍ଯ୍ୟକ୍ରମ ରେ କର୍ଲାମୁଣ୍ଡା ବ୍ଲକ୍ ଡବଲଇଓ, ଜିତେନ୍ଦ୍ର ମୁର୍ମୁ, ବ୍ଲକ ଏବିଇଓ ସିଦ୍ଧାନ୍ତ ଜେନା, ଏଡିଏମ୍ ଶ୍ୟାମସୁନ୍ଦର ପଦ,କୁଷକ ସାଥୀ ପିତବାସ ରଣା, ଉପସ୍ଥିତ ରହି ସମସ୍ତ ଚାଷୀ ମାନଙ୍କୁ ଜୈବିକ ପଦ୍ଧତିର ଚାଷ ଉପରେ କେମିତି ଉପଲବ୍ଧି ଲାଭକାରୀ ହେବେ ସେହି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ତ ଚାଷୀ ମାନଙ୍କୁ ବୁଝାଇଥିଲେ ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ମହେନ୍ଦ୍ର ପ୍ରଧାନୀ ସୁଶାନ୍ତ ମଲ୍ଲିକ, ଚାଷୀ ମାନଙ୍କ ମଧ୍ୟରୁ ଦୁତିଆ ରଣା ହୁଦାନନ୍ଦ ମଲ୍ଲିକ ଶତ୍ରୁଘନ ରଣା, ଅଶ୍ଵିନୀ ମାଝୀ, ପ୍ରେମାନନ୍ଦ ପାତ୍ର, ଦେବେନ୍ଦ୍ର ରଣା, ନେପାଳ ମାଝୀ, ମାର୍କଣ୍ଡ ରଣା, ସେଷଦେବ ରଣା, ମାନକୁନୁ ରଣା, ତହସିଲ ରଣା, ମଦନ ରଣା, ଲକ୍ଷ୍ମଣ ରଣା, ମହେନ୍ଦ୍ର ପୁଟେଲ, ଶିବ ରଣା ପ୍ରମୁଖ ଉପସ୍ଥିତ ଥିବାବେଳେ ମାଁଭଉଣୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପାନୀୟଜଳ ସମସ୍ୟା ନେଇ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଖାତିଗୁଡା ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ବନ ବିଭାଗ ତରଫରୁ ପୃଥିବୀ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!