ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ସଂକୁଳ ସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର

  ତେନ୍ତୁଳିଖୁଣ୍ଟି -୨୮/୦୪/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି ଓଡିଶା ଅନୁକୂଲ୍ୟ ରେ ଜିଲ୍ଲା ବିଦ୍ୟା ମନ୍ଦିର ଆଚାର୍ଯ୍ୟ କାର୍ଯ୍ୟଶାଳା ଓ ନବରଙ୍ଗପୁର ସଂକୁଳ ଶିଶୁ ମନ୍ଦିର ଆଚାର୍ଯ୍ୟ ପ୍ରଶିକ୍ଷଣ କାର୍ଯ୍ୟାଶାଳା ତା 25/4/23 ରିଖ ଠାରୁ 28/4/23 ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ସମସ୍ତ ବିଦ୍ୟା ମନ୍ଦିର ତଥା ନବରଙ୍ଗପୁର ସଂକୁଳ ଅନ୍ତର୍ଗତ ସମସ୍ତ ଶିଶୁ ମନ୍ଦିରର ପ୍ରାୟ 120 ଜଣ ଗୁରୁଜୀ ଗୁରୁମା ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଟିର ଉଦଘାଟନ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଶିଶୁ ମନ୍ଦିର ଖାତିଗୁଡା ର ସଭାପତି ସୁରେନ୍ଦ୍ର ନାଥ ରାଉତ ଙ୍କ ଦ୍ଵାରା ହୋଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ସମ୍ପାଦକ ବିମଲ କୁମାର ବେହେରା,ନବରଙ୍ଗପୁର ସଂକୁଳ ସଂଯୋଜକ ଦେବେନ୍ଦ୍ର ଧାକଡ଼,କାର୍ଯ୍ୟକ୍ରମ ସଂଯୋଜକ ଜିତେନ୍ଦ୍ରିୟ ମହନ୍ତ ଓ ବ୍ୟବସ୍ଥା ସଂଯୋଜକ ସୁଜିତ କୁମାର ଘଣା ମଞ୍ଚସିନ ଥିଲେ।ଚାରିଦିନ ବ୍ୟାପି ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ରେ ନୂତନ ଶିକ୍ଷା ନୀତି 2020 କୁ ଆଧାର କରି 5 ଟି ସ୍ତରରେ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ର ବ୍ୟବସ୍ଥା କରାଯାଇଥିଲା ତଥା ଶିଶୁ ମନ୍ଦିର ଆଧାରିତ ଲକ୍ଷ୍ୟ ପୂରଣ ପାଇଁ ଅବଶ୍ୟକୀୟ ଯୋଜନା ଗୁଡିକର ଆଲୋଚନା କରାଯାଇଥିଲା।ଚାରିଦିନ ବ୍ୟାପି ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ରେ ଅନ୍ୟତମ ଅତିଥି ଭାବରେ ସ୍ଥାନୀୟ ବ୍ୟାଙ୍କ ପରିଚାଳକ ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଗ, ସରପଞ୍ଚ ବନ୍ଦିତା ନାୟକ,ସମିତି ସଭ୍ୟା ସୁକାନ୍ତି ମହାନ୍ତି,ପୂର୍ବତନ ଜିଲ୍ଲା ପରିଷଦ ସଦାଶିବ ଜାନୀ ,ପରିଚାଳନା ସମିତିର ସଭ୍ୟା ପଦ୍ମାବତୀ ବରାଳ ପ୍ରମୁଖ ଯୋଗ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ର ସମାପ୍ତି ଅବସରରେ ନବରଙ୍ଗପୁର ସଂକୁଳ ପ୍ରମୁଖ ହରେକୃଷ୍ଣ ବିଷୋୟୀ, ଜିଲ୍ଲା ପ୍ରମୁଖ ସଂଜୀବ ତ୍ରିପାଠୀ, ପୂର୍ବତନ ନବରଙ୍ଗପୁର ଜିଲ୍ଲା ସଂକୁଳ ସଂଯୋଜକ ହୃଷିକେଶ ଦାସ ତଥା ସ୍ଥାନୀୟ ପରିଚାଳନା ସମିତିର ସଦସ୍ୟ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଟି ସ୍ଥାନୀୟ ପରିଚାଳନା କମିଟି,ସମସ୍ତ ଗୁରୁଜୀଗୁରୁମା, ସେବକ ସେବୀକା, ପୂର୍ବ ଛାତ୍ର ତଥା କିଛି ପୁରାତନ ଗୁରୁଜୀ ଓ ଶୁଭେଛୁ ମାନଙ୍କ ସହଯୋଗରେ ସଫଳ ରୂପାୟନ ହୋଇଥିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ 

Sunil Chandra Nayak

ଗାର୍ଡ ୱାଲ୍ ଭାଙ୍ଗି ପଥର ଚୋରି ତଥା ଡ୍ୟାମ ନିକଟ ପାହାଡ଼ ରୁ ପଥର ଚୋରି ତଥାପି ମୁକ ସମସ୍ତ ବିଭାଗ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସବୁ କୃଷ୍ନମୟ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort