ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ପୌର ନିର୍ବାଚନ କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ କେନ୍ଦ୍ର ନିର୍ଧାରଣ , ବିଜେଡି ଓ କଂଗ୍ରେସ ର ଚୁଡାନ୍ତ କାଉନସିଲର ତାଲିକା ଘୋଷିତ

ଭବାନୀପାଟଣା:୭/୩- (ମ.ସି.ସ):- ଚଳିତ ମାର୍ଚ୍ଚ ମାସ ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି ଏଥିରେ ୱାର୍ଡ ନଂ.୧ର ସିନେମାହଲ ପଡ଼ା , କନ୍ଧପଡ଼ା , ସଉଁରାପଡ଼ା , ଜଳେଶ୍ଵର ମନ୍ଦିର ପଡ଼ା ଓ ତାରିଣୀ ମନ୍ଦିର ପଡ଼ାର ଅଂଶର ଭୋଟରମାନେ କନ୍ଧପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା ହୋଇଛି କଂଗ୍ରେସ ରୁ ପ୍ରାର୍ଥୀ ଭାବରେ ରୀନା ଭୋଇ ଓ ବିଜେଡିରୁ ପିଙ୍କି ରାଉତ ଅଛନ୍ତି । ସେହିଭଳି ୱାର୍ଡ ନଂ-୨ର ସୀତା ବୋରଡି ପଡ଼ା , ଇରିଗେସନ୍ କଲୋନି , କଲେଜ କଲୋନି , ଚିନିମିଲ ଓ ଚମାରପଡ଼ାର ଭୋଟରମାନେ ଜଳେଶ୍ବର ସରକାରୀ ପ୍ରାଥମିକ ସ୍କୁଲ ଓ ଏରିଗେସନ୍ କଲୋନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ ଦେବେ ପ୍ରାର୍ଥୀରେ ରହିଛନ୍ତି କଂଗ୍ରେସ ରୁ ଭବାନୀ ଶଙ୍କର ପ୍ରଧାନୀ ବିଜେଡିରୁ ଉତ୍ପଲ ଦାସ, ୱାର୍ଡ ନଂ.୩ର ରାମନଗର ପଡ଼ା , ଚମାର ପଡ଼ା ଓ ନୂଆପଡ଼ାର ଭୋଟର ମାନେ ମାଣିକେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଭୋଟ ଦେବାକୁ ଥିବାବେଳେ କଂଗ୍ରେସ ରୁ ରୁବୀ ଅଧିକାରୀ ଓ ବିଜେଡିରୁ ପ୍ରାଣନାଥ ନାଏକ ରହିବେ ୱାର୍ଡ ନଂ.୪

ର ଶାରୀନଗର ପଡ଼ା , ଶକ୍ତିନଗର ପଡ଼ା , ରିଜର୍ଭ ପୁଲିସ ବ୍ୟାରେଜ ଓ କୁକୁଡ଼ା ଫାର୍ମ ପଡ଼ାର ଭୋଟର ମାନେ ପୁଲିସ ପଡ଼ା ଉଚ୍ଚ ବିଦ୍ୟାଳୟ ଭୋଟଦେ ଏଥିରେ କଂଗ୍ରେସ ରୁ ନୀତୁ ବାଗ ଓ ବିଜେଡିରୁ ମାଧୂରୀବନ୍ତ ନାଏକ ପ୍ରତିଦ୍ବନ୍ଦିତା କରିବେ, ୱାର୍ଡ ନଂ.୫ର ଯୋର ପଡ଼ା ,ରାମସାଗର ପଡ଼ା ଓ ଫିସେରି ଅଫିସ ପଡ଼ାର ଭୋଟରଙ୍କ ପାଇଁ ଯୋରପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ କଂଗ୍ରେସ ପ୍ରାର୍ଥୀ ସୁକାନ୍ତି ସରାଫ୍ ବିଜେଡିର ବିଳାସିନୀ ରାଉତ , ୱାର୍ଡ ନଂ୬ ର ବାହାଦୁର ବଗିଚାପଡ଼ା ଅଂଶ , ନୂଆବନ୍ଧ ପଡ଼ା , ତେଲଗୁ ବାଙ୍ଗଟି ପଡ଼ା ଓ ଗଞ୍ଜେଇ କୋଠି ପଡ଼ାର ଭୋଟରଙ୍କ ପାଇଁ ଆଉଟ୍‌ ପୋଷ୍ଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଂଗ୍ରେସ ର ରି ନାଏକ ଓ ବିଜେଡିର ଭୁବନେ ବାଗ, ୱାର୍ଡ ନଂ.୭ ର ବାହାଦୁର ବଗିଚା ପଡ଼ା ଅଂଶ , ହରିଜନ ପଡ଼ା , ସୁଇପର କଲୋନି ଓ ଗୋଶାଲ ପଡ଼ାର ଭୋଟରଙ୍କ ପାଇଁ ଅର୍କାବାହାଲି ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଂଗ୍ରେସ ରୁ ପ୍ରାର୍ଥୀ ପବିତ୍ର ପ୍ରସାଦ ଦୀପ ଓ ବିଜେଡିର ଶିବ ସାହୁ, ୱାର୍ଡ ନଂ.୮ର ମାଣିକେଶ୍ୱରୀ ମନ୍ଦିର ପଡ଼ା , ବଜାରପଡ଼ା , ସଉଁରା ପଡ଼ା ଓ ଜଗନ୍ନାଥ ମନ୍ଦିର ପଡ଼ାର ଭୋଟରଙ୍କ ପାଇଁ ଟାଉନ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଂଗ୍ରେସ ପ୍ରାର୍ଥୀନୀ ଚାରୁଲତା ଛତ୍ରୀଆ ବିଜେଡିରୁ ଜୟଶ୍ରୀ ଅଗ୍ରଓ୍ବାଲ ,ୱାର୍ଡ ନଂ.୯ର ମହାବୀର ପଡ଼ା , ହନୁମାନ ମନ୍ଦିର ପଡ଼ା ଓ ପାୱାର ହାଉସ ପଡ଼ାର ଭୋଟରଙ୍କ ପାଇଁ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଭୋଟ ହେବ ଏଥିରେ କଂଗ୍ରେସ ପ୍ରାର୍ଥୀ ପ୍ରିତମ ବେହେରା ଓ ବିଜେଡିର ବିଷ୍ଣୁ ପ୍ରଧାନୀ ପ୍ରତିଦ୍ବନ୍ଦିତା କରିବେ ୱାର୍ଡ ନଂ୧୦ର ଓଡ଼ିଆ ବାଙ୍ଗଟିପଡ଼ା , ଆଶାସାଗର ପଡ଼ା , ଅର୍କାବାହାଲି ପଡା ଓ ସଙ୍ଗେଇଘର ପଡ଼ାର ଭୋଟରଙ୍କ ପାଇଁ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଭୋଟ ହେବ ଏଥିରେ କଂଗ୍ରେସ ର ପ୍ରାର୍ଥୀନୀ ଚାନ୍ଦିନୀ ନାଏକ ଥିବାବେଳେ ବିଜେଡିରୁ ଗିରୁଆ ଗୌଡ ରହିବେ, ୱାର୍ଡ ନଂ ୧୧ର କାଳୀମନ୍ଦିର ପଡ଼ା , ନୂଆ ବସଷ୍ଟାଣ୍ଡ ପଡ଼ା , ପରଦେଶୀ ପଡ଼ା , ବାଲାଜୀ ମନ୍ଦିର ପଡ଼ା , ମ୍ୟୁନିସିପାଲିଟି ଅଫିସ ପଡ଼ା ଓ ଏସ୍‌ପି ଅଫିସ କଲୋନିର ଭୋଟରଙ୍କ ପାଇଁ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ କଂଗ୍ରେସ ପ୍ରାର୍ଥୀ ମେଘା ନିଆଲ ଓ ବିଜେଡିର ମଞ୍ଜୁଶ୍ରୀ ନାଏକ, ୱାର୍ଡ ନଂ.୧୨ର ରେଭେନ୍ୟୁ କଲୋନି , ଫରେଷ୍ଟ କଲୋନି , ପରଦେଶୀ ପଡ଼ା , ହରିଜନ ପଡ଼ା ଓ ବାଲାଜୀ ମନ୍ଦିର ପଡ଼ାର ଭୋଟରଙ୍କ ପାଇଁ ଆର୍‌ଆଇ କଲୋନି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ଓ ପରଦେଶୀ ପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ହେବ ଭୋଟ ଏଥିରେ କଂଗ୍ରେସ ରୁ ପ୍ରାର୍ଥୀନୀ ଜ୍ଯୋତିରମୟୀ ବାଗ ଓ ବିଜେଡିର ପ୍ରାର୍ଥୀ ପ୍ରଭାତୀ ମହାରଣା, ୱାର୍ଡ ନଂ ୧୩ ର ଟିଭି ସେଣ୍ଟର ପଡ଼ା , କୁମ୍ଭୀର ପଡ଼ା , ଆମ୍ବଗଛ ପଢ଼ା , ଚକଟିଗୁଡା ଓ ଅଞ୍ଜଳି ନଗର ପଡ଼ାର ଭୋଟରଙ୍କ ପାଇଁ ଡିଆଇଇଟି କଳାହାଣ୍ଡି କଂଗ୍ରେସ ରୁ ଲକ୍ଷ୍ମୀ ପ୍ରିୟା ନାଏବ ଓ ବିଜେଡି ରୁ ହାରାମଣୀ ପ୍ରତିଦ୍ବନ୍ଦିତା କରିବେ ୱାର୍ଡ ନଂ ୧୪ ର ପୁରୁଣା ପଡ଼ା ( ଅଂଶ ) , ବଢ଼େଇ ପଡ଼ା , ଗୌରିଆ ପଡ଼ା , ଲୋହରା ପଡ଼ା , ସେଲ ଟ୍ୟାକ୍ସ କଲୋନି , ଅଭି କଲୋନି ଓ ହରିଜନ ପଡ଼ାର ଭୋଟରଙ୍କ ପାଇଁ ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଏଥିରେ କଂଗ୍ରେସ ରୁ ଲକ୍ଷ୍ମୀ ପ୍ରିୟା ନାଏକ ବିଜେଡିରୁ ରଞ୍ଜୁକ୍ତା ପ୍ରଧାନ ୱାର୍ଡ ନଂ ୧୫ ର ପୁରୁଣା ପଡ଼ା ( ଅଂଶ ) , ଶମ୍ଭନଗର ପଡ଼ା ହିଲ୍‌ ଟାଉନ୍‌ର ଭୋଟରଙ୍କ ପାଇଁ ପୁରୁଣାପଡ଼ା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଂଗ୍ରେସ ପକ୍ଷରୁ ମାରିଆ ଭତ୍ରା ଓ ବିଜେଡିରୁ ସବିତା ପ୍ରଧାନ ୱାର୍ଡ ନଂ ୧୬ର ଦେୱାନ ସାହେବ ପଡ଼ା ଓ ପିଡବୃତି କଲୋନିର ଭୋଟରଙ୍କ ପାଇଁ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ନିକେତନ ଏଥିରେ ପ୍ରତିଦ୍ବନ୍ଦିତା କରିବେ କଂଗ୍ରେସ ରୁ ଦେବେନ୍ଦ୍ର ୱାର୍ଡ ନଂ ୧୭ର ବଡ଼ପଡା , ମାଳିପଡ଼ା , ଚଞ୍ଚରାପଡ଼ା , ଧୋବାପଡ଼ା , ଭବାନୀଶଙ୍କର ମନ୍ଦିର ପଡ଼ା ଓ ହସ୍ପିଟାଲ ପଡ଼ାର ଭୋଟରଙ୍କ ପାଇଁ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ କଂଗ୍ରେସ ରୁ ପ୍ରାର୍ଥୀ ଦେବେନ୍ଦ୍ର ବେଶରା ଓ ବିଜେଡି ରୁ କ୍ଷୀରସିନ୍ଦୁ ନାଏକ, ୱାର୍ଡ ନଂ୧୮ ର ଗୌରିଆ ପଡ଼ା , ଗୋଦାମ ପଡ଼ା , କରଣପିଟା , ବ୍ୟାଙ୍କ କଲୋନି ଓ ହାଲିଆ ପଡ଼ାର ଭୋଟରଙ୍କ ପାଇଁ ବଡ଼ପଡା ଉଚ୍ଚ ପ୍ରାଥମିକ ସ୍କୁଲ ଓ କରଣପିଟା ସରକାରୀ ପ୍ରାଥମିକ ସ୍କୁଲ ଭୋଟ ହେବ ଏଥିରେ କଂଗ୍ରେସ ପ୍ରାର୍ଥୀ ସଚିନ୍ ନାଏକ ଓ ବିଜେଡିରୁ ତ୍ରିଲକ୍ଷଜ୍ଯୋତି ବାଗ , ୱାର୍ଡ ନଂ ୧୯ର ଛେଦାପଡ଼ା , ମାଳିପଡା , ନୂଆପଡ଼ା ଓ ମଦନମୋହନ ପଡ଼ାର ଭୋଟରଙ୍କ ପାଇଁ କରଣପିଟା ସରକାରୀ ପ୍ରାଥମିକ ସ୍କୁଲ ଓ ମାଝିପଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ ମତଦାନ ହେବ କଂଗ୍ରେସର ପ୍ରାର୍ଥୀ ରୂପେଶ ଚନ୍ଦ୍ର ସ୍ବାଇଁ ଓ ବିଜେଡିର ପ୍ରାର୍ଥୀ ପ୍ରଶାନ୍ତ କୁମାର ଠାକୁର ପ୍ରତିଦ୍ବନ୍ଦିତା କରିବେ ୱାର୍ଡ ନଂ ୨୦ର ରାଜବାଟୀ ପଡ଼ା , ତେନ୍ତୁଳି ଗଛ ପଡ଼ା , ପାଇକ ପଡ଼ା ଓ ମଝିପଡ଼ାର ଭୋଟରଙ୍କ ପାଇଁ ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଭୋଟଗ୍ରହଣ କରାଯିବ ଏଥିରେ ପ୍ରତିଦ୍ବନ୍ଦିତା କରିବେ କଂଗ୍ରେସ ରୁ ରୂପେଶ ସ୍ବାଇଁ ରହିଥିବା ବେଳେ ବିଜେଡି ରୁ ପ୍ରାର୍ଥୀ ଭାବରେ ପ୍ରମିତ୍ କୁମାର ସଂହ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ ପାଇଛି । ମ ନି ସ 

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ପ୍ରୀତି ପରାଗ

ଆସନ୍ତା ତିରିଶି ତାରିଖରୁ ବହୁଚରାମାତାଙ୍କ ଷୋହଳ ପୂଜା

Sunil Chandra Nayak

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୭ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort