ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ମୁକୁନ୍ଦ ନାଏକ ଯୋଗଦାନ କରିଛନ୍ତି. କେଗାଁ ଥାନା ଅଧିକାରୀ ପ୍ରଶାନ୍ତ କୋଲ୍ଲୋହରସ ଙ୍କ ନବରଙ୍ଗପୁର ଜିଲ୍ଲା ବଦଳି ପରେ ଏହି ପଦବୀ ଖାଲି ପଡିଥିଲା ବେଳେ ଗତକାଲି ଶ୍ରୀ ନାଏକ ନୂତନ ଥାନା ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି. ପେଟେଲିଂ କଡାକଡୀ କରାଯିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ଅଭିଯୋଗ କୁ ଗୁରୁତ୍ୱ ଦେଇ ସମସ୍ତଙ୍କ ସହଯୋଗରେ କାମ କରିବି ବୋଲି ପ୍ରକାଶ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ପାହାଡ ଶିଖର ସମେତ ଅନ୍ୟାନ୍ୟ ଅନୁଷ୍ଠାନରେ ପାଳନ ହେଳା ଅନ୍ତର୍ଜାତୀୟ ଯୋଗ ଦିବସ 

masiha

ବାଇକ୍ କାର୍ ମୁହାଁମୁହିଁ , ବାଇକ ଆରୋହୀ ଶଳା ଭିଣୋଇ ଗୁରୁତର

Sunil Chandra Nayak

ରାଉରକେଲା ବିମାନ ଯାତ୍ରୀ ହନ୍ତସନ୍ତ ବିକାଶ ମଞ୍ଚର ଉଦବେଗ

masiha

Leave a Comment

error: Content is protected !!