ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ୨୦୨୪ ଉପଲକ୍ଷେ “ମୁ ବି ମିତା” ଅଭିଯାନ

ଭବାନୀପାଟଣା ତା ୨.୯.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସଭାଗୃହରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା 17 ବର୍ଷ ବୟସରୁ ଊର୍ଦ୍ଧ୍ଵ ଛାତ୍ରୀମାନଙ୍କୁ ନେଇ “ ମୁଁ ବି ମିତା ” ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଆସନ୍ତା ସାଧାରଣ ନିର୍ବାଚନ – 2024 ଉପଲକ୍ଷେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟର ତାଲିକାରେ ଅଧିକରୁ ଅଧିକ ନୂତନ ଭୋଟଦାତା ଙ୍କ ନାମ ପଞ୍ଜୀକରଣ ନିମନ୍ତେ ଜିଲ୍ଲାସ୍ତରରେ ମହିଳା ଆମ୍ବାସଡର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଘରେ ରହି କିଭଳି ଅନଲାଇନରେ ନୂତନ ଭୋଟର ପରିଚୟ ପତ୍ର ପାଇଁ ପଞ୍ଜୀକରଣ କରିପାରିବେ , ତାହା ମଧ୍ୟ ଶିକ୍ଷା ଦିଆଯାଉଛି । ସ୍ଵେଚ୍ଛାସେବୀମାନେ କିଭଳି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପଞ୍ଜୀକରଣ ପାଇଁ ସଚେତନତା ସୃଷ୍ଟି କରିପାରିବେ ତା’ ଉପରେ ଗୁରୁତ୍ଵାରୋପ ସହ ସଚେତନତା ସୃଷ୍ଟି କରାଯିବ। ନୂତନ ଭୋଟର ନିଜର ନାମ ପଞ୍ଜିକରଣ,ଅନ୍ୟ ଭୋଟର ନିଜ ନା କୁ ବାଦ ଦେବା,ଭୁଲ ତୃଟି କୁ ସଂଶୋଧନ,ଆଧାର ସହିତ ଭୋଟର ଆଇ ଡି କୁ ସଂଯୋଗ କରିବା ପାଇଁ ଅନଲାଇନ ମା ଧ୍ୟମରେ www.nvsp.in କିମ୍ବା voter helpline app କୁ ବ୍ୟବହାର କରିପାରିବେ।ଉକ୍ତ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସଚିନ ପାୱାର , ଉପଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ଵଜିତ ଦାସ , ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋବଦାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା , ଡେପୁଟି ଜିଲ୍ଲାପାଳ ( ନିର୍ବାଚନ ) ଶ୍ରୀ କିରଣ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରୀ ମାନଙ୍କ ସହ ସଂପୃକ୍ତ ମହାବିଦ୍ୟାଳୟ ର କର୍ମକର୍ତ୍ତା ମଧ୍ଯ ଯୋଗ ଦେଇଥିଲେ।ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ “ ମୁଁ ବି ମିତା ” ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ପ୍ରଦାନ କରି ସହର ପରିକ୍ରମା ପୂର୍ବକ ସଚେତନତା ସୃଷ୍ଟି କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାଲାଜୀ ମନ୍ଦିର ସାମନାରେ ଡ୍ରେନ ନିର୍ମାଣ ବନ୍ଦ ନକଲେ ଆନ୍ଦୋଳନ 

masiha

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

masiha

ଯୁନାଇଟେଡ଼ ଚୋରଚେସ୍ ଅଫ ନବରଙ୍ଗପୁର ଡିଷ୍ଟିକ ତରଫରୁ ବିଶାଳ ରାଲି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort