ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କ୍ରବ୍ ଟାଇଫସ୍ କୀଟ କାମୁଡ଼ାରେ ମହିଳା ମୃତ: ମ.ରାମପୁର ଅଞ୍ଚଳ ରେ ପ୍ରଥମ ଘଟଣା

ସ୍କ୍ରବ୍ ଟାଇଫସ୍ କୀଟ କାମୁଡ଼ାରେ ମହିଳା ମୃତ: ମ.ରାମପୁର ଅଞ୍ଚଳ ରେ ପ୍ରଥମ ଘଟଣା

ମ.ରାମପୁର,୧୫/୦୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଜଣେ ମହିଳାଙ୍କ ସ୍କ୍ରବ୍ ଟାଇଫସ କୀଟ କାମୁଡ଼ାରେ ମୃତ୍ୟୁ ହୋଇଥିବା ଖବର ଜଣାଯାଇଛି l ହେଲେ ଉକ୍ତ ମହିଳାଙ୍କ ମୃତ୍ୟୁ ର ୧୬ ଦିନ ପରେ ଚିକିତ୍ସିତ ହୋଇଥିବା ଡାକ୍ତର ଖାନାରୁ ପ୍ରାପ୍ତ ରିପୋର୍ଟ ରୁ ଏହି ତଥ୍ୟ ଜଣାପଡିଛି l ପ୍ରାପ୍ତ ଖବର ରୁ ଜଣାଯାଇଛି – ମ.ରାମପୁର ତଳସାଗର ପଡ଼ା ନିବାସୀ ଯୋଗେଶ୍ୱର ସାହୁଙ୍କ ସ୍ତ୍ରୀ ଯଶୋଦା ସାହୁ (୩୪)ଙ୍କୁ କିଛିଦିନ ତଳେ ଜ୍ଵର ହୋଇ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ରାଉଲକେଲା ସ୍ଥିତ ଜୟ ପ୍ରକାଶ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର କୁ ଚିକିତ୍ସା ପାଇଁ ଗତ ତା: ୩୦/୦୮/୨୩ ତାରିଖରେ ନିଆ ଯାଇଥିଲା l ସେହି ଦିନି ହିଁ ସେ ଉକ୍ତ ଡାକ୍ତର ଖାନରେ ମୃତ୍ୟୁ ବରଣ କରିଥିଲେ l କଳାହାଣ୍ଡି ଜିଲ୍ଲାରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଏହି ଖବର ଜଣା ପଡ଼ିବା ପରେ ଅଞ୍ଚଳ ରେ ଏବେ ଭୟର ବାତାବରଣ ଦେଖା ଦେଇଛି l ହେଲେ ଦ୍ଵିତୀୟ ଘଟଣା ବି ଦେଖା ଦେଇନି l ଉକ୍ତ ମହିଳା ଜଣକ ଚାଷ ଜମିକୁ ଯାଇଥିବାବେଳେ ଏହି ବିଷାକ୍ତ କୀଟ କମୁଡ଼ିଥିବା ଜଣାଯାଇଛି l କୀଟ କାମୁଡ଼ିଲେ ଜ୍ଵର ହେବା ସହିତ ମୁଣ୍ଡ ବିନ୍ଧା, ବେକ,ହାତ ଗୋଡ ବିନ୍ଧିବା,ଝାଡ଼ାବାନ୍ତି ଲଗିରହିବା, ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବା, ଲିଭର୍ କାମ କରିବା ବନ୍ଦ୍ କରିଦେଇଥାଏ ଏବଂ ଆହୁରି ଅନେକ ପ୍ରକାର ଲକ୍ଷଣ ଦେଖା ଦେଇଥାଏ l ଏଣୁ ରୋଗୀଙ୍କୁ ତୁରନ୍ତ ଚିକିତ୍ସା କରାନଗଲେ ମୃତ୍ୟୁ ମୁଖରେ ପଡ଼ିଥାଏ l ଏଣୁ ଅଞ୍ଚଳରେ ତୁରନ୍ତ ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ନୀଲମ ଫାଉଣ୍ଡେସନର ବିଶ୍ବଶାନ୍ତି ମହାଯଜ୍ଞ

Sunil Chandra Nayak

ବିକାଶ ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ 

masiha

ପଶ୍ଚିମ ଓଡ଼ିଶାରୁ ଉତ୍ତର ଓଡ଼ିଶାକୁ ରେଳ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ପାଖରେ ଦାବି

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort