ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦ ଦିନରେ ପହଞ୍ଚିଲା “ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ” ଗଣଧାରଣା , ସମର୍ଥନରେ ବସିଲେ ବରିଷ୍ଠ ନାଗରିକ ସଙ୍ଘ ଓ ଲୋହରା ସମାଜ

୨୦ ଦିନରେ ପହଞ୍ଚିଲା “ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ” ଗଣଧାରଣା ,

ସମର୍ଥନରେ ବସିଲେ ବରିଷ୍ଠ ନାଗରିକ ସଙ୍ଘ ଓ ଲୋହରା ସମାଜ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବୀ ତେଜିବାରେ ଲାଗିଛି।ଉପଖଣ୍ଡ କୁ ଜିଲ୍ଲା ଘୋଷଣା ନେଇ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଆଜି ଧାରଣା ଦିଆ ଯାଇଥିଲା। 

ବରିଷ୍ଠ ନାଗରିକ ସଙ୍ଘ ସଭାପତି ହିମାଂଶୁ ଶେଖର ମୁଣ୍ଡ ଙ୍କ ନେତୃତ୍ବରେ ବରିଷ୍ଠ ନାଗରିକ ସଙ୍ଘର ବିଘ୍ନରାଜ ପଟ୍ଟଯୋଷୀ, ଗୁଣନିଧି ମାଝୀ,ସୁନୀଲ କୁମାର ପାତ୍ର, କେଦାର ନାଥ ପୁଝାରୀ, ଲବରାମ ସରାଫ, କବିରାଜ ଦୁର୍ଗା, ହରେକୃଷ୍ଣ ପଣ୍ଡା,ଜଗବନ୍ଧୁ ମିଶ୍ର, ଶଙ୍କର ଅଗ୍ରୱାଲ, ପଞ୍ଚାନନ ଜାଲ, ଧରଣୀ ଧର ଧଙ୍ଗଡା ମାଝୀ, ଚିତ୍ତରଞ୍ଜନ ପଣ୍ଡା, ଧନୁର୍ଦ୍ଧର ଦାସ, ଫୁଲେଶ୍ୱର୍ ସେନାପତି ପ୍ରମୁଖ ସଦସ୍ୟ ମାନେ ଧର୍ମଗଡ ସହାୟକ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରି ଗଣଧାରଣା ରେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ପ୍ରସଙ୍ଗକୁ ଦୋହରାଇ ଥିଲେ ଏବଂ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ।

ଦ୍ଵିତୀୟ ପ୍ରଯ୍ୟାୟ ରେ ଲୋହରା ସମାଜ ପକ୍ଷରୁ ଜିଲ୍ଲା ଦାବୀ ନେଇ ଗଣ ଧାରଣା ଦିଆ ଯାଇଥିଲା। ସମାଜର ଚନ୍ଦ୍ର ପରାଭୋଇ, ନିରଜ୍ ପରାଭୋଇ, ଜୟ ରାମ ପରାଭୋଇ, ହରିଶଙ୍କର ପରାଭୋଇ, କାମ ପରାଭୋଇ, ଯୋଗିନ୍ଦ୍ର ମୁଣ୍ଡା, ବିରଞ୍ଚି ଭୋଇ ପ୍ରମୁଖ ଧାରଣା ରେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ କରିଥିଲେ।

ଏହି ଅବସରରେ ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ, କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଲକ୍ଷ୍ମୀକାନ୍ତ ବାଗ,ସନ୍ତୋଷ କୁମାର ପାଢୀ, ଦିଗାମ୍ବର ଦୁରିଆ, ଜନ୍ମେଜୟ ନାଏକ, ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। 

ସୂଚନା ଯୋଗ୍ୟ ଯେ, ଗତକାଲି ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ଆହ୍ଵାନକ୍ରମେ ମା ଡୁମେର୍ ମୁଡେନ୍ ଯୁବକ ସଂଘ,କାଙ୍କେରୀ ତରଫରୁ ଧାରଣା ଦିଆଯାଇଥିଲା । “କାନ୍ ଖୁଲି କରି ସୁନ୍ ସରକାର ଧର୍ମଗଡ ଜିଲ୍ଲା ଆମର୍ ଦରକାର୍” ନାରା ରେ ଧାରଣା ସ୍ଥଳ କମ୍ପି ଉଠିଥିଲା ।ଯୁବକ ସଂଘ ର ସଭାପତି ମହେଶ୍ୱର ସୁନାନୀ ଙ୍କ ନେତୃତ୍ବ ରେ ,ପୂର୍ବତନ ସମ୍ପାଦକ ଲଳିତ କୁମାର ବାଗ , ପିତାମ୍ବର ବାଗ,ସୁନିଲ ଜଗତ, ହିତେଶ ଜଗତ,ଲୋକନାଥ ସୁନାନୀ , ଛବିଲାଲ ଜଗତ , ପୂର୍ଣ୍ଣ ରଣା , ଲୁକେସ ଜଗତ , କୃପା ସୁନାନୀ , ଅଭିଷେକ ବାଗ ଏବଂ କାଙ୍କେରୀ ସରପଂଚ ପ୍ରତିନିଧି ଶ୍ୟାମ କେତକୀ ସହ ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

ଉଲ୍ଲେଖଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୨୦ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଚିଲିଗୁଡା ଇଂଲିଶ ମେଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ 

masiha

ବନ୍ୟଜନ୍ତୁ ଓ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସଭା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort