ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆରପିଫ ୨୧୬ ବାଟାଲିୟନ୍ ଦ୍ଵାରା ବରକୋଟ ଗ୍ରାମରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ସିଆରପିଫ ୨୧୬ ବାଟାଲିୟନ୍ ଦ୍ଵାରା ବରକୋଟ ଗ୍ରାମରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

 ନୂଆପଡ଼ା ଜିଲ୍ଲା କୋମନା ଥାନା ବରକୋଟ ଗ୍ରାମରେ ସିଆରପିଏଫ ଯବାନ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ରକ୍ଷା କରିବା ପାଇଁ ସିଆରପିଏଫ ର ୨୧୬ ବାଟାଲିୟନ ଦ୍ଵାରା ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ୨୧୬ ବାଟାଲିୟନ ସିଆରପିଏଫ ର କମାଣ୍ଡେନ ଇରିକ ଗିଲବର୍ଟ ଯୋସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡ.ଅର୍ଚ୍ଚନା ସିଭାରେ , ଡ ଏମ ସୁପ୍ରିୟା ଦ୍ଵିତୀୟ କମାଣ୍ଡନ କୃପାରାମ କନୱାର, କମାଣ୍ଡେନ ଧନୀରମ୍ ୟାଦବ, ସହାୟକ କମାଣ୍ଡନ ଟି ନିତ୍ୟାନନ୍ଦ,ଓ କ୍ୟାମ୍ପ ର ସମସ୍ତ ଯବାନ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଓ ଗୋପାଳ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ। ଓ ଅଞ୍ଚଳ ର ଅନେକ ଜନସାଧାରଣ ଙ୍କୁ ସିଆରପିଏଫ୍ କେମ୍ପ ଦ୍ୱାରା ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ଅଞ୍ଚଳର ଲୋକଙ୍କୁ ସିଆରପିଏଫ ଯବାନ ଙ୍କ ଦ୍ୱରା ମାଗଣାରେ ମସାରି ବଣ୍ଟନ ପ୍ରଦାନ କରିଥିଲେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ହେଲେ ଗୀତାଞ୍ଜଳି 

masiha

ବିଜାତଳା ଲ୍ୟାମ୍ପସସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

ପୁଣି ଭାରରେ ବୁହାହେଲେ ରୋଗୀ ୩ କିମି 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort