ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନାମଧନ୍ୟ ଝୁମର ବିଶାରଦ ସଜନ ଵଳଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି 

 ସୁନାମଧନ୍ୟ ଝୁମର ବିଶାରଦ ସଜନ ଵଳଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି 

 ମୟୂରଭଞ୍ଜ – ୧୯/୦୨ ( ମସିହା)ଓଡ଼ିଶାର ସୁନାମଧନ୍ୟ ଝୁମର ବିଶାରଦ ଓ ପ୍ରଚାରକ ସଜନ ବଳ (୭୩)ଙ୍କର ଏକାଦଶାହ କାର୍ଯ୍ୟକ୍ରମରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ସେ ଜଣେ ମେଳାପି , ମିଷ୍ଟଭାଷୀ, ପରୋପକାରୀ, ଦରଦୀ ମଣିଷ ଥିବା ସ୍ୱର୍ଗତଃ ବଳ ସାରଳା ପୁରସ୍କାର ପ୍ରାପ୍ତ ସ୍ବର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ସହଯୋଗୀ ଥିଲେ । ନିଶାରେ ସେ କଳା ପାଇଁ ଉତ୍ସର୍ଗୀକୃତ ଥିଲେ । ଜଣେ ଝୁମର ବିଶାରଦ ଭାବେ ସେ ସାରା ଓଡ଼ିଶାରେ କୋଣେ ଅନୁକୋଣେ ପରିଚିତ ଥିଲେ ।

ଓଡ଼ିଶାରେ ଝୁମରର ପ୍ରଚାର ଓ ପ୍ରସାରରେ ତାଙ୍କର ଭୂମିକା ଅତୁଳନୀୟ ଥିଲା । ସେ ଓଡିଶାର ମାଲକାନଗିରି ରୁ ମୟୂରଭଞ୍ଜ, ସମ୍ବଲପୁରରୁ ଭୂବନେଶ୍ବର ପର୍ଯ୍ୟନ୍ତ ବିଭିନ୍ନ ମହୋତ୍ସବରେ ତାଙ୍କ ନୈପୁଣ୍ୟତା ପ୍ରଦର୍ଶିତ କରିବା ସହ ବହୁ ବଡ଼ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ । 

ଏହା ବ୍ୟତୀତ ସେ କଟକ ରେଡ଼ିଓ ଷ୍ଟେସନର ସ୍ବୀକୃତି ପ୍ରାପ୍ତ କଳାକାର ଥିଲେ । ତାଙ୍କର ଏକାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିଭଳି ମୟୁରଭଞ୍ଜୂ ସଙ୍ଗୀତ ନୃତ୍ୟ ବିକାଶ ସମିତି, ରାଇରଙ୍ଗପୁର ତରଫରୁ ସଂଗଠନର ସଦସ୍ଯ ସୁବାସ ପାତ୍ର,ଶରତ ଦାସ,ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା, କୁମାର ମନୁ,ବଵିତା କଲିଆର, ବିଭୂତି ମହାନ୍ତ,ସାମ୍ବାଦିକ ସୌରଭ ପଟ୍ଟନାୟକ, ଜଗନ୍ନାଥ ବଳ,ରମେଶ ପାତ୍ର ମେଘନାଦ ହେମ୍ବ୍ରମ,ନିୟତି ମହାନ୍ତି,ଅନନ୍ଯା ଅଭିଲିପ୍ସା,ବିରେଶ ପାତ୍ର,ଦେଵଦାସ ଦାସ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତ,ଵିକାଶ ମହାନ୍ତ,ଘନଶ୍ୟାମ ମହାନ୍ତ ଏବଂ ଅନ୍ୟମାନେ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଜଳବନ୍ଦୀ ଟାଙ୍ଗନୀ କୋଟ ରେ ବିକାଶ ପହଂଚାଇବା ଲକ୍ଷ୍ୟରେ ବ୍ଲକ ପ୍ରଶାସନ

masiha

ସମୂହ ଛୁଟିରେ ଗଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

masiha

ବର୍ଷା ରେ ଭୁଷଡ଼ିଲା କଚା ଘର, ଅଳ୍ପ କେ ଭର୍ତ୍ତିଗଲେ ପରିବାର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort