ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନ୍ଧିଗୁଡା ସ୍ଥିତ ଉତ୍କଳ ବାଳାଶ୍ରମ ଅନ୍ତେବାସୀ,ନବରଙ୍ଗପୁର ସ୍ଥିତ ଆଶାକିରଣ ଏବଂ ପଡାଲଗୁଡା ସ୍ଥିତ ଦିନଦୟାଲ ଉପାଧ୍ୟାୟ ଅନ୍ତେବାସୀ ଙ୍କୁ କମଳ ବଣ୍ଟନ 

ସିନ୍ଧିଗୁଡା ସ୍ଥିତ ଉତ୍କଳ ବାଳାଶ୍ରମ ଅନ୍ତେବାସୀ,ନବରଙ୍ଗପୁର ସ୍ଥିତ ଆଶାକିରଣ ଏବଂ ପଡାଲଗୁଡା ସ୍ଥିତ ଦିନଦୟାଲ ଉପାଧ୍ୟାୟ ଅନ୍ତେବାସୀ ଙ୍କୁ କମଳ ବଣ୍ଟନ 

ନବରଙ୍ଗପୁର :(୧୧/୦୩ )ଆଜି ନବରଙ୍ଗପୁର ଜିଲ୍ଲା ଶାଖା ରେଡକ୍ରସ ସୋସାଇଟି ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ରେଡକ୍ରସ ଡଃ କମଳ ଲୋଚନ ମିଶ୍ରଙ୍କ କରକମଳରେ ସିନ୍ଧିଗୁଡା ସ୍ଥିତ ଉତ୍କଳ ବାଳାଶ୍ରମ ଅନ୍ତେବାସୀ ନବରଙ୍ଗପୁର ସ୍ଥିତ ଆଶାକିରଣ ଏବଂ ପଡାଲଗୁଡାସ୍ଥିତ ଦିନଦୟାଲ ଉପାଧ୍ୟାୟ ଅନ୍ତେବାସୀ ଙ୍କୁ କମଳ ବଣ୍ଟନ କରା ଯାଇଥିଲା l ପ୍ରକାଶ ଥାଉକି ରାଜ୍ଯ ରେଡକ୍ରସ ସୋସାଇଟି ପକ୍ଷରୁ ଦୁଇଶହ କମଳ ଗରିବ ଲୋକଙ୍କୁ ବଣ୍ଟନ କରିବା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମ ଲାଲ ନାୟକ, କନିଷ୍ଠ ରେଡକ୍ରସ ସମ୍ପାଦକ ପ୍ରଭାତ ପଟ୍ଟନାୟକ, ବି କମଳା କାନ୍ତ ରାଉତ, ପ୍ରକାଶିନୀ ଚୌଧୁରୀ, ଅନିନ୍ଦ୍ୟା ନନ୍ଦ, ତପସ୍ଵିନୀ ବେହେରା, ଅତିରିକ୍ତ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ନାରାୟଣ ପାଇକରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶିବାନୀ ଗୁହା, ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ନନ୍ଦାହାଣ୍ଡି ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରୀ ସସ୍ମିତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଅଧ୍ୟକ୍ଷ ଆଶାକିରଣ ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀକାଳୀନ ବିଭାଗର ବରିଷ୍ଠ ସହାୟକ ତ୍ରିପତି ବାଲାଜୀ ସାହୁ ବେଶ୍ ସୁନ୍ଦର ଭାବେ ପରିଚାଳନା କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜାତୀୟ ଯୁବ ମହୋତ୍ସବରେ ପାଇଥିବା ଭାରତ ପତାକା ସ୍ମୃତି ଫଳକ ମୋ ଜୀବନ ମାନଦଣ୍ଡର ଏକ ଶ୍ରେଷ୍ଠ ଉପଲବ୍ଧି : ଯୁବ ସମାଜସେବୀ ଆଶୀର୍ବାଦ

Sunil Chandra Nayak

୭୪ତମ ଗଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ, କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ ତାଲିକା ପ୍ରସ୍ତୁତ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଗୃହ ତିଆରି କରିବେ କେଉଁ ଠାରେ ଅସହାୟ ମହିଳା ? ନିଜେ ଅଧିଗ୍ରହଣ କରି ଥିବା ଘର ଡିହରେ ଘର ନ କରିବାକୁ କିଛି ମୁଷ୍ଟି ମେୟ ଲୋକଙ୍କ ବିରୋଧ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort