ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଆସିବେ ମା ନିଜ ଧରା ପୃଷ୍ଠକୁ ୯ ଦିନ ରହି ପୂଜା ପାଇବେ ଅସ୍ଥାୟୀ ମନ୍ଦିରରେ 

ଆଜି ଆସିବେ ମା ନିଜ ଧରା ପୃଷ୍ଠକୁ ୯ ଦିନ ରହି ପୂଜା ପାଇବେ ଅସ୍ଥାୟୀ ମନ୍ଦିରରେ 

ବନ୍ଧୁଗାଁ ତା,୧୮/୩/୨୪ଆଜି ଆସିବେ ମା ଅଗ୍ନିଗାଙ୍ଗା ମା ଠାକୁରାଣୀ କୁ ଆନାଯାଇ ଅସ୍ତାଈ ମନ୍ଦିରରେ ମା ୯ ଦିନଧରି ପାଇବେ ପୂଜା, ୩ ରାଜ୍ୟକୁ ନେଇ ବଡ଼ ଆଡ଼ମ୍ବରରେ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗୋମ ଦେଖିବାକୁ ମିଳିଥାଏ I ଏହି ମା ଅଗ୍ନିଗାଙ୍ଗା ମାଙ୍କ ପୂଜା କମିଟିର ସଭାପତି ବାଡ଼ି ସାତ୍ୟାମୁ, ସମ୍ଫାଦକ ଭି. ରାମଙ୍କ ସହ ନିଳା ବାଡ଼ି ଅଗ୍ନିଗାଙ୍ଗାମାଙ୍କ ପୂଜା କମିଟିର ଭୋଲୁଣ୍ଟର ଯାତ୍ରାର ଚାରି ପାର୍ଶ୍ଵ ବୁଲି ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାରେ ଚଳାଇବା ପାଇଁ ସମସ୍ତ ଭଲୁଣ୍ଟର ରହି ୯ ଦିନର ଯାତରାକୁ ଶାନ୍ତି ଶୃଙ୍ଖଳା ବଜାୟ ରକ୍ଷା କରିବା ପାଇଁ ବନ୍ଧୁଗାଁ ଥାନା ପୁଲିସ ଷ୍ଟାଫ ରହି ସୁରକ୍ଷା ବ୍ୟବସ୍ଥା କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରି ମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି I ଏହି ଯାତ୍ରା ଦେଖିବା ପାଇଁ ବୋହୂ ଦୂର ଦୂରାନ୍ତରୁ ଆସି ବହୁତ ଲାଭ ପାଇଥାନ୍ତି, ରାୟଗଡା ଓ କୋରାପୁଟ ଏବଂ ଆନ୍ଦ୍ରରୁ ମଧ୍ୟ ଅନେକ ନାଟକ ପରଦା ମାଧ୍ୟମୋର ସିନେମା, ଓ ହୋଟେଲ ଓ ଅନ୍ୟାନ୍ୟ ଦୋକାନ ବଜାର ଓ ମନ ମାନିକ ଭାବର ଆକାଶ ଝୁଲଣା, ଡ଼ିସ୍କ, ପିଲାଙ୍କ ମନ ରୋଞ୍ଜନ ପାଇଁ ଟ୍ରେନ ଗାଡି ଓ ଅନ୍ୟାନ୍ୟ ପ୍ରକାର ଲୋକଙ୍କ ମନ ରୋଞ୍ଜନ ପାଇଁ ଆଣିଥାନ୍ତି I ଆଜିତା,୧୮ ରୁ ଆରମ୍ଭ ହୋଇ ୨୬ ତାରିଖ ମଙ୍ଗଳବାର ଦିନର ଶେଷ ରାତ୍ରରେ ଲୋକଙ୍କ ଭିଡ଼ ଅଧିକରୁ ଅଧିକ ଶ୍ରଦ୍ଧାଲୁଙ୍କ ଭିଡ଼ ଜମି ଥିବାର ଦେଖିବାକୁ ମିଳିଥାଏ I ଏହି ଯାତ୍ରାରେ ଦୂରଦୁରାନ୍ତରୁ ବେପାରି ମାନେ ଆସି ଦୋକାନ ବଜାର କରି ୯ ଦିନ ଧରି ବେପାର କରି କିଛି ଲାଭବାନ ହୋଇଥାନ୍ତା I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଗାଁ ଗାଁରେ ପହଞ୍ଚୁଛି ସମ୍ବିଧାନର ଗାଥା ଓ ଗାରିମା ବିଭିନ୍ନ ଅଞ୍ଚଳ ପରିକ୍ରମା କଲା ସଚେତନତା ରଥ

Sunil Chandra Nayak

ଠିକା ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ : ରବି ରଥ

masiha

ତେନ୍ତୁଳି ଖୁଟି ରାସ୍ତା,,ଭାରି ହିନସ୍ଥା,,,ଲୋକେ ଗୁହାରି କରିବେ କାହାକୁ !

masiha

Leave a Comment

error: Content is protected !!