2024 ଓକିଲ ସଂଘ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଅନୁଷ୍ଠିତ ଓ କାର୍ଡ ବଣ୍ଟନ
କେନ୍ଦ୍ରାପଡ଼ା,ପଟ୍ଟାମୁଣ୍ଡାଇ :-ସମଗ୍ର ରାଜ୍ୟରେ ୨୦୨୪ ଓକିଲ ସଂଘ ନିର୍ବାଚନ ପାଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ, ସେହିପରି ଆସନ୍ତା ୨୦୨୪ ପାଇ ଆଶାୟୀ ପ୍ରାର୍ଥୀ ଓ ପ୍ରଥିନୀ ମାନେ ନିଜ ନିଜର ପୁସିଙ୍ଗି କାର୍ଡ ବଣ୍ଟନ କରିବା ଠାରୁ ଆରମ୍ଭ କରି ବିଭିନ୍ନ କୋର୍ଟ, କଚେରୀ, ତହସିଲ କାର୍ଯୟାଳୟ ବୁଲି ବୁଲି ଓକିଲ ବନ୍ଧୁ ମାନକୁ ଭେଟି ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି, ସେହିପରି ପଟ୍ଟାମୁଣ୍ଡାଇ ବାର ଆସୋସେସନ ଆଇନୀଜିବୀ ଶିଶିର ମଲ୍ଲିକ ମଧ୍ୟ ନିଜ ସପକ୍ଷରେ ସହ ସମ୍ପାଦକ ପଦବୀ ପାଇ ପୁସିଙ୍ଗ କାର୍ଡ ବଣ୍ଟନ କରି ନିଜ ସପକ୍ଷରେ ଭୋଟ କ୍ରାଇମ ସାଥୀ ଓକିଲ ବନ୍ଧୁ ମାନକୁ ନିବେଦନ କରୁଥିବାର ଦେଖିବାକୁ ମିଳୁଛି,।