ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉରେ ୩ ଶହ ଲିଟର ମଦ ଜବତ ଓ ୯ ଶହ ଲିଟର ମହୁଲ ପୋଚ ନଷ୍ଟ 

ଅବକାରୀ ଚଢାଉରେ ୩ ଶହ ଲିଟର ମଦ ଜବତ ଓ ୯ ଶହ ଲିଟର ମହୁଲ ପୋଚ ନଷ୍ଟ 

ଡାବୁଗାଁ, ୩୦/୩ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅନ୍ତର୍ଗତ ବନ୍ଧକନା ଗ୍ରାମ ପାର୍ଶ୍ଵବର୍ତ୍ତୀ ନାଳ ଅଞ୍ଚଳ ଚଢାଉ କରି କୌଣସି ସ୍ଥାନରେ ଆସାମୀ ନ ଥିବା ଅବସ୍ଥାରେ ତିରିଶି ଲିଟର ମଦ ଜବତ କରିବା ସହ ନଅ ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇ ଥିଲା lଅବକାରୀ ମାମଲା ନମ୍ବର ୨୨୬/୨୩-୨୪ରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ଉକ୍ତ ଚଢାଉ ରେ ଡାବୁଗାଁ ଅବକାରୀ ଥାନା ଅଧିକାରୀ ବୁଲୁ ପାତ୍ର ଙ୍କ ସହ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ରହି ଚଢାଉ ରେ ସହଯୋଗ କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ

masiha

ବେଆଇନ ବାଲି ଘାଟରେ ଚଢାଉ,୧୦ଟି ଗାଡି,୨ଟି ଜେସିବି ମେସିନ ଜବତ

Sunil Chandra Nayak

ରେଳ ଷ୍ଟେସନ୍ ନିକଟରେ ଯୁବକକୁ ଲୁହାରଡରେ ଆକ୍ରମଣ : ଗୁରୁତର ଆହତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର

Sunil Chandra Nayak

Leave a Comment

error: Content is protected !!