ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ପରିତ୍ୟକ୍ତା ଅସହାୟ ମହିଳାର ଶବ ସତ୍କାର କଲା ରେଡ୍କ୍ରସ ରାପୀଡ ରେସସ୍ପନସ ଗୃପ୍

ସ୍ବାମୀ ପରିତ୍ୟକ୍ତା ଅସହାୟ ମହିଳାର ଶବ ସତ୍କାର କଲା ରେଡ୍କ୍ରସ ରାପୀଡ ରେସସ୍ପନସ ଗୃପ୍

ଢେଙ୍କାନାଳ,୧୮/୪/୨୪- ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀ ପରିତ୍ୟକ୍ତା ଜଣେ ଅସହାୟ ମହିଳା ବ୍ରେନ ଷ୍ଟ୍ରୋକ ଜନିତ ମୃତ୍ୟୁ ବରଣ କରିଥିଲେ । ସେ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା ୪୫ ବର୍ଷୀୟ ମହିଳା ଏଲୀମା ସାହୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଖଟୁଆହତା ନିବାସୀ ଅଟନ୍ତି । ମୃତ ମହିଳାଙ୍କ ନିକଟରେ ମୃତ୍ୟୁ ଶୋକରେ ଜର୍ଜରିତ ତାଙ୍କର ଏକମାତ୍ର ପୁତ୍ର ଓମ ସତ୍ୟ ମହିମା ଥିଲା । ଯାହାଙ୍କ ବୟସ ପ୍ରାୟ ୧୨ ବର୍ଷ । ପିଲାଟି ଅସହାୟ ଅବସ୍ଥାରେ କାନ୍ଦୁ ଥିବାର ଦେଖି ରେଡ଼କ୍ରସ ରାପୀଡ଼ ରେସସ୍ପନସ ଗୃପର ସଦସ୍ୟା ସୁଶ୍ରୀ କବିତା ବେହେରା ଆଶ୍ୱାସନା ଦେବା ସହିତ ରେଡ଼କ୍ରସ ରା଼ପୀଡ଼ ରେସସ୍ପନସ ଗୃପର ସମସ୍ତ ସଦସ୍ୟଙ୍କୁ ଖବର ଦେଇଥିଲେ । ସମସ୍ତ ସଦସ୍ୟଙ୍କ ଉଦ୍ୟମରେ ମହିଷାପାଟ ସ୍ଥିତ ସ୍ମଶାନରେ ମହିଳାଙ୍କ ଶେଷକୃତ୍ଯ ସମ୍ପର୍ନ୍ନ ହୋଇଥିଲା ।

       ସଧବା ମହିଳାଙ୍କର ଯଥାରୀତି ଅନୁସାରେ କାର୍ଯ୍ୟ କରାଯାଇ ତାଙ୍କର ପୁତ୍ର ସତ୍ୟ ମହିମା ସାହୁ ମୁଖାଗନ୍ନି ଦେଇଥିଲେ । ଏହି କାର୍ଯ୍ୟରେ ରେଡ଼କ୍ରସ ରାପୀଡ଼ ରେସସ୍ପନସ ଗୃପର ସଦସ୍ୟ ଦିଲ୍ଲୀପ ସାହାଣୀ, ରାମେଶ୍ୱର ମାଈତି, ସୁଶ୍ରୀ କବିତା ସାହୁ, ସୁଶ୍ରୀ କାଦମ୍ବରୀ ମହାଖୁଡ, ଦୀପୁନା ପ୍ରଧାନ, ପଦ୍ମନାଭ ନାୟକ, ମନୋଜ ନାୟକ ସୁଶ୍ରୀ ଶୈଳବାଳା ମିଶ୍ର, ସ୍ୱପ୍ନାରାଣୀ ଜେମ୍ସ ସମେତ ରେଡ଼କ୍ରସ ଆଜୀବନ ସଭ୍ୟ ରୋଟାରୀଆନ ରାଜକିଶୋର ବେହେରା, ମହେଶ ଅଗ୍ରୱାଲ ଏବଂ ଶିବପ୍ରସାଦ ପଣ୍ଡା ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳିତ

Sunil Chandra Nayak

ଚିତ୍ରକୋଟ ମହିଳା ସଙ୍ଘଠନ ଦ୍ବାରା ସ୍ୱଚ୍ଛତା କାର୍ଯ୍ୟକ୍ରମ 

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort