ସାହିତ୍ୟ ଅଗଣାସାହିତ୍ୟଅଗଣା ରେ ‘ଖରା’ by masihaMay 7, 2024011 Share0 ସାହିତ୍ୟଅଗଣା ରେ ‘ଖରା’ ମସୀହା ର ‘ସାହିତ୍ୟ ଅଗଣା’ ଏକ ହ୍ୱାଟ୍ସ୍ଅପ୍ ଗ୍ରୁପ୍ । ସାହିତ୍ୟ ର ବିଭିନ୍ନ ବିଭାଗ ବିଶେଷ କରି କବିତା ର ପ୍ରଚାର, ପ୍ରସାର ଲାଗି ବଳିଷ୍ଠ ମଂଚ ।’ସାହିତ୍ୟ ଅଗଣା ‘ ପକ୍ଷରୁ ଗତ ମାସ (ଏପ୍ରିଲ୍_୨୦୨୪) ରେ ‘ଖରା’ ଶୀର୍ଷକ କବିତା ଆହ୍ୱାନ କରାଯାଇଥିଲା । କବିତା… କେବେ ଜହ୍ନରାତି ତ’କେବେ ଡହଡହ ଖରା… ଶାଣ ଦିଆ ଝଲ୍ ମଲ୍ ଖରାରେ ନିଗିଡ଼ି ପଡ଼ୁଥିବା ଝାଳଟୋପାରେ ଚମ୍କୁ ଥାଏ କବିତା…… ଯାହା କିଛି କବିତା ଆସିଥିଲା_କବିତା ଗୁଡ଼ିକର ମାନ ଦୃଷ୍ଟିରୁ ଆମେ ପର୍ଯ୍ୟାୟ କ୍ରମେ ରଖିଲୁ… କବିତା ର ଯାତ୍ରା ପୁଷ୍ପିତ ହେଉ_ ପ୍ରଥମରେ_ ଚିତ୍ରାରାଣୀ ପାତ୍ର ବାଲେଶ୍ୱର ଦ୍ୱିତୀୟରେ_ ମନ୍ଦାକିନୀ ପାଢ଼ୀ ପଦ୍ମପୁର,ବରଗଡ଼ ତୃତୀୟରେ_ ରଜନୀରାଣୀ ମିଶ୍ର ବଳରାମ ନଗର ଗୁଣପୁର,ରାୟଗଡ଼ା ଜିଲ୍ଲା ଚତୁର୍ଥରେ_ ନଳିନୀପ୍ରଭା ମିଶ୍ର ମୁକୁନ୍ଦପୁର,ଆସ୍କା,ଗଂଜାମ ପଂଚମରେ_ ନର୍ମଦା ନାୟକ ରାଉରକେଲା