ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୫ ଲିଟର କଫ୍ ସିରଫ ଜବତ

ନୂଆପଡା : ନୂଆପଡା ଅବକାରୀ ଅଧିକ୍ଷକ ସିଧେଶ୍ବର ବେଶ୍ରାଙ୍କ ନିର୍ଦ୍ଦେଶ କ୍ରମେ କୋମନାରୁ ସିଙ୍ଗାରି ଗ୍ରାମ୍ୟ ରାସ୍ତାରେ ଅବକାରୀ ପାଟ୍ରୋଲିଂ କାର୍ଯ୍ୟକାରୀ କରୁଥିବା ସମୟରେ ସିଙ୍ଗାରୀ ଗ୍ରାମ ଛକ ନିକଟ ଜଗମୋହନ ସରାଫ ବୟସ(୪୬)ଙ୍କୁ ଏକ ଧଳା ରଙ୍ଗର ପ୍ଲାଷ୍ଟିକ ଜରିବସ୍ତା ଧରିଥିବା ସମୟରେ ଉକ୍ତ ଜରି ବସ୍ତାରେ ୧୫୦ ଗୋଟି ଇଏସେକୟୁଏଫ କଫ ସିରଫ ବୋତଲ ଅବକାରୀ ବିଭାଗ ଦ୍ବାରା ଜବତ କରାଗଲା । ପ୍ରତ୍ୟେକ ବୋତଲ ୧୦୦ ଏମଏଲ ହୋଇଥିବା ବେଳେ ସର୍ବମୋଟ ୧୫ଲିଟର ଏସକଫ କଫ ସିରଫ ଜବତ କରାଗଲା । ଏହାର ଅନୁମାନିକ ମୂଲ୍ୟ ୧ଲକ୍ଷରୁ ଉର୍ଦ୍ଧ୍ବ ହେବା ଜଣାପଡିଛିି। ଉକ୍ତ ଚଢାଉଟି ଶ୍ରୀଯୁକ୍ତ ଡମ୍ବରୁଧର ହରିଜନ ଉପ ନିରିକ୍ଷକ ଖଡିଆଲଙ୍କ ନେତୃତ୍ବରେ ହୋଇଥିବା ବେଳେ ଏଥିରେ ଧନରାଜ ଦଣ୍ଡସେନା ,ଏଏସଆଇ ଅବକାରୀ, ଶିବ ପ୍ରସାଦ ଦୂରିଆଏଏସଆଇ ଅବକାରୀ, ଭଗବାନ ହଂସ କନେଷ୍ଟବଲ ଅବକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ଅବକାରୀ କେସ ନଂ ୦୩/୨୦୨୨-୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିବା ସହିତ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।ନୂଆପଡା ରୁସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କୁଣିଆ

Sunil Chandra Nayak

ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣି

Sunil Chandra Nayak

ଇସ୍ପାତ ସହରରେ ୩ ଦିନିଆ ଆନ୍ତ ଓଡିଶା କ୍ୟାରୋମ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort