ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନି ବିପନ୍ନ ପରିବାର କୁ ସହାୟତା ର ହାତ ବଢ଼େଇଲେ ମା ବଟ ମଙ୍ଗଳା ହେଲ୍ପ ଫାଉଣ୍ଡେସନ

ଅଗ୍ନି ବିପନ୍ନ ପରିବାର କୁ ସହାୟତା ର ହାତ ବଢ଼େଇଲେ ମା ବଟ ମଙ୍ଗଳା ହେଲ୍ପ ଫାଉଣ୍ଡେସନ

କେନ୍ଦ୍ରାପଡ଼ା :- ରାଜନଗର ବ୍ଲକ ଅନ୍ତର୍ଗତ ମହୁଲିଆ ପଞ୍ଚାୟତ ର ପୋଖରିଆ ଗ୍ରାମର ଗୋଲେଖ ମଲ୍ଲିକ ଓ ଅଲେଖ ମଲ୍ଲିକ ଗତ ୧୨ ତାରିଖ ରାତି ପ୍ରାୟ ୧୧.୩୦ ରେ ବିଦ୍ୟୁତ୍ ସଟ ସର୍କିଟ ହୋଇ ଚାରି ବଖରା ଘର ସହ ଜରୁରୀ କାଗଜ ପତ୍ର ମଧ୍ଯ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ।କଥାରେ ଅଛି ଘୋଡ଼ା ଚଡା ଠାରୁ ସମ୍ପତ୍ତି ନାହିଁ ଘର ପୋଡ଼ି ଠାରୁ ବିପଦ ନାହିଁ ଏମିତି ଏକ ବିପଦ ର ସମୁଖୀନ ହେଇଥିଲେ।ଏ ବିଷୟରେ ଖବର ଜାଣିବା ପରେ ରାଜନଗର ବ୍ଲକ ର ମା ବଟ୍ଟମଙ୍ଗଳା ହେଲ୍ସଫାଉଣ୍ଡେସନ୍ ସେହିଠାରେ ପହଁଚି ତାଙ୍କର ପରିବାର କୁ କିଛି ରାସନ୍ ସାମଗ୍ରୀ ଏବଂ ଆର୍ଥିର୍କ ସହଯୋଗ କରିଥିଲା ଉପସ୍ଥିତ ଥୂବା ମା ବଟ୍ଟମଙ୍ଗଳା ହେଲ୍ସଫାଉଣ୍ଡେସନ୍ ର ଅଗ୍ରଣୀ ସ୍ବେଛାସେବୀ ସଭ୍ୟ ସଂଗ୍ରାମ୍ ପରିଡା,ଦିବ୍ୟସିଂ ପାଢୀ ,ସଂଜିତ୍ ଚରାଇ, ଅଭିମନ୍ୟୁ ପରିଡା, ଧୂତିଗୋବିନ୍ଦ ଦାସ, ବିଶ୍ବବିଜୟ ଦାସ, ଅଶିନୀ କୁମାର ବେଉରା ଏବଂ ଅନ୍ୟ ସଭ୍ୟ ମାନେ ଏହି ସେବା କାର୍ଯ୍ୟ ରେ ସହଯୋଗ କରିବା ସହ ପରିବାର ଲୋକଙ୍କୁ ଶାନ୍ତନା ଓ ସମ ବେଦନା ଦେଇଥିଲେ !

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ପଥର ବ୍ଳାଷ୍ଟିଙ୍ଗ ହୋଇ ମକା ଫସଲ ନଷ୍ଟ

Sunil Chandra Nayak

ବାସନ ଧୋଇବାକୁ ଯାଇ ପୋଖରୀରେ ଖସି ଜ୍ୟୋତ୍ସ୍ନାଙ୍କର ମୃତ୍ୟୁ

masiha

ନବୋଦୟ ରେ ଜିଲ୍ଲା ଟପ୍ପର ହେଲେ ଧର୍ମଗଡ ବ୍ଲକ ର ଦିପେଶ କୁମାର

Sunil Chandra Nayak

Leave a Comment

error: Content is protected !!