ମାରୁଓ୍ବାଡୀ ଯୁବା ମଞ୍ଚ ଓ ଜାଗ୍ରୃତି ଶାଖା ତରଫରୁ ବୃକ୍ଷରୋପଣSunil Chandra NayakAugust 8, 2022 by Sunil Chandra NayakAugust 8, 20220 ଭବାନୀପାଟଣା:୮/୮- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମାରୁଓ୍ବାଡୀ ଯୁବା ମଞ୍ଚ ଜାଗ୍ରୃତି ଶାଖା ପକ୍ଷରୁ ସ୍ଥାନୀୟ କୃଷି ମହାବିଦ୍ଯାଳୟ ପରିସରରେ ୫୦ ଟି ବୃକ୍ଷରୋପଣ... Read more
ଭୀମ ଆର୍ମୀ ଭାରତ ଏକତା ମିଶନ କଳାହାଣ୍ଡି ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତSunil Chandra NayakAugust 8, 2022 by Sunil Chandra NayakAugust 8, 20220 ଭବାନୀପାଟଣା -: ଗତ ଅଗଷ୍ଟ ୭ ତାରିଖ ଦିନ ଭୀମ ଆର୍ମୀ ଭାରତ ଏକତା ମିଶନ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ଏସ୍ ଏନ୍ କନ୍ଫରେନ୍ସ... Read more
ଧର୍ମଗଡ ରେ ନାଗବମ୍ ଶିବ ଭକ୍ତSunil Chandra NayakAugust 8, 2022 by Sunil Chandra NayakAugust 8, 20220 ଶ୍ରାବଣ ର ଶେଷ ସୋମବାର…. ୨କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ଶିବ ଭକ୍ତ ଶ୍ରାବଣ... Read more
ଗୋଳାମୁଣ୍ଡା ବ୍ଲକରେ ପଦାରେ ପଡିଛି ସର୍ବଶିକ୍ଷା ଅଭିଯାନର ଅସଲ ଚିତ୍ରSunil Chandra NayakAugust 8, 2022 by Sunil Chandra NayakAugust 8, 20220 ମକ୍ରାଗୁଡା ସ୍କୁଲରେ ଶ୍ରେଣୀ ଗୃହ ଅଭାବ, ହସ୍ତାନ୍ତର ନ ହୋଇ ଭଗ୍ନ ଅବସ୍ଥାକୁ ଗଲାଣି ନିର୍ମାଣ ହୋଇଥିବା ନୂଆ ସ୍କୁଲ ଗୃହ ଗୋଲାମୁଣ୍ଡା,ତା.୦୭/୦୮/ମସିହା/ ଗୋଲାମୁଣ୍ଡା... Read more
ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ମହିଳା । ସୋସାଇଡ଼ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣSunil Chandra NayakAugust 8, 2022 by Sunil Chandra NayakAugust 8, 20220 ବାଲେଶ୍ଵର,୦୮/୮/୨୨- ରୋଷେଇ ଘରେ ମହିଳାଙ୍କ ଆତ୍ମହତ୍ୟା । ଏପରି ଏକ ଘଟଣା ଘଟିଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଶ୍ଯାମସୁନ୍ଦରପୁର ଗ୍ରାମରେ । ଗ୍ରାମର... Read more
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଘରେ ଚାପିହୋଇ ବୃଦ୍ଧ ମୃତSunil Chandra NayakAugust 8, 2022August 8, 2022 by Sunil Chandra NayakAugust 8, 2022August 8, 20220 କୋଷାଗୁମୁଡା,୦୭/୦୮ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡିଲା ଘର । ଅଳ୍ପକେ ବୃଦ୍ଧା ବର୍ତ୍ତୀ ଯାଇଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି... Read more
ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ର ଜନଜୀବନ ଅସ୍ତବ୍ୟସ୍ତSunil Chandra NayakAugust 8, 2022 by Sunil Chandra NayakAugust 8, 20220 ନବରଙ୍ଗପୁର-(ମନିସ) ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସ୍ଥିତ ତୁରୀ ନଦୀ ଉପରେ ୨ ଫୁଟ ରୁ ଉର୍ଦ୍ଧ ବର୍ଷାଜଳ ପ୍ରବାହିତ । ପାପଡାହାଣ୍ଡି ର ଉପର... Read more
ଝାଡା ବାନ୍ତି ରେ ଶିଶୁ ମୃତ Sunil Chandra NayakAugust 8, 2022 by Sunil Chandra NayakAugust 8, 20220 ରାଇଘର -:ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାଟଭରଣ୍ଡି ପଂଚାୟତ ତୋରେଇଡିହି ଗ୍ରାମର ସନ୍ତୋଷ ଗଣ୍ଡ ଙ୍କ ପୁଅ ନିଲେଶ ଗଣ୍ଡ ୨.୬ ବର୍ଷ ଝାଡା... Read more
ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତSunil Chandra NayakAugust 8, 2022 by Sunil Chandra NayakAugust 8, 20220 ଥୁଆମୂଳ ରାମପୁର:୭/୮- ମ.ନି.ସ:- ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଥୁଆମୂଳ ରାମପୁର ଅନ୍ତର୍ଗତ ଗୋପାଳପୁର ଅଙ୍ଗନବାଡି କେନ୍ଦ୍ର ଠାରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ଅବସରରେ... Read more
ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନSunil Chandra NayakAugust 8, 2022 by Sunil Chandra NayakAugust 8, 20220 ଢେଙ୍କାନାଳ :୦୮/୦୮/୨୨ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମାଆକୁ ହରାଇଥିବା ରୋଜଗାରକ୍ଷମ ବଡ ପୁଅ ଉପରେ ଭାଇ... Read more