ତମ୍ବାଛଡା ଜ୍ଞାନ ମନ୍ଦିର ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନSunil Chandra NayakJuly 26, 2022 by Sunil Chandra NayakJuly 26, 20220 ଧର୍ମଗଡ:୨୬/୭/୨୨:କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ତମ୍ବାଛଡା ସ୍ଥିତ ଜ୍ଞାନ ମନ୍ଦିର ଠାରେ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । ରବିଶଙ୍କର... Read more
ମହାଦେବ ଙ୍କୁ ଜଳ ଲାଗି କଲେ ମାରୱାଡ଼ି ମହିଳା ମଣ୍ଡଳSunil Chandra NayakJuly 26, 2022 by Sunil Chandra NayakJuly 26, 20220 ଧର୍ମଗଡ:୨୬/୭/୨୨: ପବିତ୍ର ଶ୍ରାବଣ ମାସରେ ମହାଦେବ ଙ୍କୁ ଜଳ ଲାଗି କଲେ ମନ ବାଞ୍ଛା ପୁରଣ ହୋଇ ଥାଏ । ଏହି ବିଶ୍ୱାସ ନେଇ... Read more
କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତSunil Chandra NayakJuly 26, 2022 by Sunil Chandra NayakJuly 26, 20220 କୋକସରା,୨୫/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାପରେ କୋକସରା ବ୍ଲକରେ ଅନୁଷ୍ଠିତ... Read more
କୋକସରା ତହସିଲ ର ୪ କ୍ରସର ରୁ ୪୨ ଲକ୍ଷ ଟଙ୍କା ଫାଇନ ଆଦାୟSunil Chandra NayakJuly 26, 2022 by Sunil Chandra NayakJuly 26, 20220 କୋକସରା,୨୫/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅଧୀନରେ ଥିବା ୪ କ୍ରସର ୟୁନିଟକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ... Read more
ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ସାଂସଦ ସୁଜିତ କୁମାର ଙ୍କ # ଆସ_ଗଢ଼ିବା_ସବୁଜ_ଓଡିଶା କାର୍ଯ୍ୟକ୍ରମSunil Chandra NayakJuly 26, 2022 by Sunil Chandra NayakJuly 26, 20220 ଭବାନିପାଟଣା -: ବିଶ୍ୱରେ ପରିବେଶ ସନ୍ତୁଳନ ଏକ ଗମ୍ଭୀର ସମସ୍ୟା ରୁପେ ଠିଆ ହୋଇଛି , ଏହାକୁ ନେଇ ରାଜ୍ୟ କଣ ଦେଶ ଆନ୍ତର୍ଜାତୀୟ... Read more
ଗଛରେ ଚଢ଼ିଥିଲା ଭାଲୁ,12 ଘଣ୍ଟା ଜଗିଥିଲା ବନବିଭାଗ Sunil Chandra NayakJuly 26, 2022 by Sunil Chandra NayakJuly 26, 20220 ଦୀର୍ଘ ୧୨ଘଣ୍ଟା କାଳ ଗଛରେ ରହି ଥୀଲା ଭାଲୁ ନବରଙ୍ଗପୁର -: ଗଛରେ ଉପରେ ଭାଲୁ,12 ଘଣ୍ଟା ଜଗିଥିଲା ବନବିଭାଗ ! ରତିଗୁଡ଼ା ଗାଁ... Read more
ଗାଁ ରାସ୍ତା ରେ ଆଣ୍ଠୁଏ କାଦୁଅ, ତଳି ରୋଇ ପ୍ରତିବାଦ କଲେ ବଙ୍ଗୋମୁଣ୍ଡା ଗ୍ରାମବାସୀSunil Chandra NayakJuly 26, 2022 by Sunil Chandra NayakJuly 26, 20220 କୋକସରା,୨୫/୭- ( ମ ନି ସ ) ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତ ରେ ଅଭିଯୋଗ କଲେ । ହେଲେ କେହି କର୍ଣ୍ଣପାତ... Read more
ପୁଣି ଖଟିଆରେ ବୁହାହେଲେ ପ୍ରସୂତି ମହିଳାSunil Chandra NayakJuly 26, 2022 by Sunil Chandra NayakJuly 26, 20220 ସାଂସଦ ବିଧାୟକ ଙ୍କ ନିଜ ପଞ୍ଚାୟତ ରେ ଜନନୀ ଯନ୍ତ୍ରଣା , ଫେଲ ମାରିଛି ସରକାରୀ ଯୋଜନା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜନନୀ... Read more
ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମୀ : ୪-ଜି ତୁଳନାରେ ୧୦ଗୁଣା ଅଧିକ ଗତିରେ ଚାଲିବ ଇଣ୍ଟରନେଟ୍Sunil Chandra NayakJuly 26, 2022 by Sunil Chandra NayakJuly 26, 20220 କୃଷି କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ହୋଇପାରିବ । ଜଳସେଚନ ନିୟନ୍ତ୍ରଣ ଓ ଶକ୍ତି ପରିଚାଳନାରେ ମଧ୍ୟ ଏହା କାମରେ ଆସିବ…. ଆଜିଠୁ ଆରମ୍ଭ... Read more
ପୂର୍ବତନ କଳାହାଣ୍ଡି ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନSunil Chandra NayakJuly 26, 2022 by Sunil Chandra NayakJuly 26, 20220 ଭବାନିପାଟଣା -: ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଜନ ନାୟକ ତଥା ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ... Read more