ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଜ୍ୟକ୍ରମSunil Chandra NayakJuly 25, 2022 by Sunil Chandra NayakJuly 25, 20220 ନବରଙ୍ଗପୁର — ନବରଙ୍ଗପୁର ଜିଲ୍ଲାରେ ଅନୁସୁଚୀତ ଜାତି ଓ ଜନଜାତି ବିଦ୍ୟାଳୟ ମାନଙ୍କରେ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ... Read more
ମହାମହିମ ଦ୍ରୋପଦି.. ଭାରତର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ..Sunil Chandra NayakJuly 25, 2022 by Sunil Chandra NayakJuly 25, 20220 ଆଜି ପାର୍ଲାମେଣ୍ଟ୍ର ସେଣ୍ଟ୍ରାଲ୍ ହଲ୍ରେ ପୂର୍ବାହ୍ନ ୧୦.୧୩ରେ ଭାରତର ୧୫ଶ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି।... Read more
ଭାରତୀୟ ଜନତା ପାର୍ଟି ର ନଗର କାର୍ଯ୍ଯକାରିଣୀ ବୈଠକSunil Chandra NayakJuly 25, 2022 by Sunil Chandra NayakJuly 25, 20220 ଉତ୍କେଳା-: ଭାରତୀୟ ଜନତା ପାର୍ଟି ନଗର କେସିଙ୍ଗା ତରଫରୁ ଗତ କାଲି ବିଦ୍ୟାମନ୍ଦିର ଠାରେ ନଗର କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ... Read more
ସାମ୍ବାଦିକ ସୁରକ୍ଷା ଦାବୀ ନେଇ ଜୁନାଗଡ଼ ଠାରେ କଳାହାଣ୍ଡି ସାମ୍ବାଦିକ ସମୂହଙ୍କ ବିଶାଳ ଶୋଭାଯାତ୍ରାSunil Chandra NayakJuly 25, 2022 by Sunil Chandra NayakJuly 25, 20220 ଜୁନାଗଡ଼,୨୪/୭(ମ ନି ସ ) ରାଜ୍ୟରେ ଦିନକୁ ଦିନ ଚତୁର୍ଥ ସ୍ତମ୍ଭ ବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଦେଖିବାକୁ ମିଳୁଛି ।... Read more
ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ କିରୋସିନ ଢାଳି ହତ୍ୟା କଲେ ବିବାହିତ ଯୁବକSunil Chandra NayakJuly 25, 2022 by Sunil Chandra NayakJuly 25, 20220 ବାଲେଶ୍ଵର୨୪/୦୭ – ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମରେ ବିଫଳ ହୋଇ ନାବାଳିକା ଛାତ୍ରୀଙ୍କୁ କିରୋସିନ ଢାଳି... Read more
ଚଳିତ ବର୍ଷ ଧର୍ମଗଡ଼ ସହରରେ ନୂତନ ଭାବେ ସ୍ଥାପିତ ଏକ୍ସଲେନ୍ସ କୋଚିଂ ସେଣ୍ଟର ର ସଫଳତାSunil Chandra NayakJuly 25, 2022 by Sunil Chandra NayakJuly 25, 20220 ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଧର୍ମଗଡ଼ ଏଲନିସି ମିସନ ସ୍କୁଲର ଛାତ୍ର ଚୁମନ ବାଘେଲ ୯୭% ମାର୍କ ରଖି ଉପାଖଣ୍ଡକୁ ଗୌରବାନିତ୍ୱ ଚଳିତ ବର୍ଷର... Read more
ଯୁବ ହଷ୍ଟେଲସ ଓ କେୟାର ହସ୍ପିଟାଲ ତରଫରୁ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିରSunil Chandra NayakJuly 25, 2022July 25, 2022 by Sunil Chandra NayakJuly 25, 2022July 25, 20220 ରାଉରକେଲା / ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଓ କେୟାର ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ଏକ ସ୍ବାସ୍ଥ୍ୟ ସେବା ଶିବିର ଯୁଵ... Read more
ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମSunil Chandra NayakJuly 25, 2022 by Sunil Chandra NayakJuly 25, 20220 ରାଉରକେଲା/ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ ବଣେଇଁ ବ୍ଲକର ବାବୁନୁଆଗାଁ ଠାରେ କୃଷକଙ୍କ ନିମନ୍ତେ କରାଯାଇଥିଲା। ଷ୍ଟେଟ... Read more
ଆରପାରି ରେ ପୂର୍ବତନ ସାଂସଦ ସୁବାସ ନାୟକ, ପୁରୀ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ସଂପନ୍ନSunil Chandra NayakJuly 25, 2022 by Sunil Chandra NayakJuly 25, 20220 ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ... Read more
ଓୟୁଡବ୍ଲ୍ୟୁଜେ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ମହାଧିବେଶନ ଓ ୭ମ ପ୍ଲାନେରୀ ସେସନ୍ ଅନୁଷ୍ଠିତSunil Chandra NayakJuly 25, 2022 by Sunil Chandra NayakJuly 25, 20220 ରାଉରକେଲା/ ଆଇଓୟୁଡବ୍ଲ୍ୟୁଜେ ସହବନ୍ଧିତ ଓୟୁଡବ୍ଲ୍ୟୁଜେ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ମହାଧିବେଶନ ଓ ୭ମ ପ୍ଲାନେରୀ ସେସନ୍ ଗତ ୨୨ ତାରିଖ ଦିନ ଝାରସୁଗୁଡାର ହୋଟେଲ... Read more