କୃଷି ବିଭାଗର ଛାନଭିନ୍ , ଲଗାତାର ଚଢ଼ାଉ ଜାରୀ Sunil Chandra NayakJuly 17, 2022 by Sunil Chandra NayakJuly 17, 20220 ରାଇଘର (ମ ନି ସ )୧୭:୦୭:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଚଢ଼ା ଦରରେ ସାର ବିହନ ବିକ୍ରୀ କରୁଥିବା ବ୍ୟବସାୟୀଙ୍କୁ ବିଭାଗ ପକ୍ଷରୁ... Read more
ଶ୍ରେଣୀ ଗୃହ ଅଭାବ ରେ ଦୁଇଟି କୋଠରୀରେ ୮ ଟି କ୍ଲାସ ର ପିଲାSunil Chandra NayakJuly 17, 2022July 17, 2022 by Sunil Chandra NayakJuly 17, 2022July 17, 20220 ଚନ୍ଦାହାଣ୍ଡି 17/7 (ମନିସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଂଚାୟତ ନୂଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ... Read more
ବୃକ୍ଷରୋପଣ କାର୍ଯ୍ୟକ୍ରମ ….Sunil Chandra NayakJuly 17, 2022 by Sunil Chandra NayakJuly 17, 20220 ହମିରପୁର ଉନ୍ନୟନ ପରିଷଦର: …. ରାଉରକେଲା/ ହମିରପୁର ଉନ୍ନୟନ ପରିଷଦ ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ ଉପଲକ୍ଷେ ହମିରପୁର ରାମକୃଷ୍ଣ ମନ୍ଦିର ରୋଡ ଉଭୟ ପାର୍ଶ୍ବରେ... Read more
ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଅନୁଷ୍ଠିତSunil Chandra NayakJuly 17, 2022 by Sunil Chandra NayakJuly 17, 20220 ରାଉରକେଲା,/ ଜେଲରୋଡ ସ୍ଥିତ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିିତ୍ୟ ଆସର ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଆଜିର ଏହି... Read more
ଫୁଲବାଣୀ ନାରାୟଣୀ ସ୍ମାର୍ଟ ପାର୍କ – ବର୍ଷା ରେ ଭାଙ୍ଗି ଭୁଶୁଡି ପଡ଼ିଲାSunil Chandra NayakJuly 17, 2022 by Sunil Chandra NayakJuly 17, 20220 ନିମ୍ନ ମାନର ନିର୍ମାଣ ଅଭିଯୋଗ ଫୁଲବାଣୀ -: ଫୁଲବାଣୀ ଗୃହ ପୂର୍ତ୍ତ ବିଭାଗ ଓ ଫୁଲବାଣୀ ପୌରପରିଷଦ ର ମିଳିତରେ କୋଟି କୋଟି ଟଙ୍କା... Read more
ଉତ୍କେଲା ରେ ଏସ୍ସି, ଏସଟି , ଓବିଶି, ମହାସଂଘ କମିଟି ଗଠିତSunil Chandra NayakJuly 17, 2022 by Sunil Chandra NayakJuly 17, 20220 ଉତ୍କେଲା, ୧୭/୦୭, (ମ ନି ସ), କେସିଙ୍ଗା ବ୍ଲକ୍ ଉତ୍କେଲା ସାପ୍ତାହିକ ବଜାର ପ୍ରାଙ୍ଗଣ ରେ ରବିବାର ଦିନ ଓବିସି,ଏସଟି,ଏସସି ମିଳିତ ମହାସଂଘ ତରଫରୁ... Read more
ଭଟାଙ୍ଗପଦର ଓ ଲାଞ୍ଜିଗଡ଼ରୋଡ଼ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନାSunil Chandra NayakJuly 17, 2022 by Sunil Chandra NayakJuly 17, 20220 ଲାଞ୍ଜିଗଡ଼,୧୭/୦୭(ମନିସ)- କଳାହାଣ୍ଡି ଜିଲ୍ଲାରେ ପି. ଅନ୍ବେଷା ରେଡ୍ଡୀ ନୂତନ ଜିଲ୍ଲାପାଳ ଭାବେ ଯୋଗଦେବା ପରେ ଜିଲ୍ଲାର ୧୪୧ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସାମୁହିକ ବଦଳି... Read more
ଲଗାଣ ବର୍ଷାରେ ଭାଙ୍ଗିଲା ଘର ଦୁଇ ପରିବାର ହନ୍ତସନ୍ତSunil Chandra NayakJuly 17, 2022 by Sunil Chandra NayakJuly 17, 20220 ପାପଡାହାଣ୍ଡି,17/7, — ଲଘୁଚାପ ଜନିତ ଲଗାଣ ବର୍ଷାରେ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଗଣ୍ଡଭଟ୍ଟା ଗ୍ରାମରେ ଘର ଭାଙ୍ଗି ଦୁଇ ପରିବାର ହନ୍ତସନ୍ତ ହୋଇଛନ୍ତି... Read more
ଶ୍ରୀମନ୍ଦିରେ କର୍କଟ ସଂକ୍ରାନ୍ତି ,ଦକ୍ଷିଣାୟନ ବନ୍ଦାପନାSunil Chandra NayakJuly 17, 2022 by Sunil Chandra NayakJuly 17, 20220 କର୍କଟ ସଂକ୍ରାନ୍ତି ଦିନ ଶ୍ରୀଜୀଉମାନଙ୍କର ସକାଳ ଧୂପ ଓ ଭୋଗ ମଣ୍ଡପ ଧୂପ ଶେଷ ପରେ ମଇଲମ ଓ ଭିତରେ ପାଣିପଡ଼ି ମହାସ୍ନାନ କରାଯାଏ... Read more
ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା , କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁSunil Chandra NayakJuly 17, 2022 by Sunil Chandra NayakJuly 17, 20220 ରାଉରକେଲା/ ବହୁ ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି କରାଯାଇଛି। ଅଭିଯୋଗ ଅନୁଯାୟୀ ଦକ୍ଷିଣ ରାଉରକେଲା ର... Read more