ଗୁଣ୍ଡୁରୀ ତେଲ ନଦୀ ପଥର ଚଟାଣରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାରSunil Chandra NayakJuly 16, 2022July 16, 2022 by Sunil Chandra NayakJuly 16, 2022July 16, 20220 ଗୋଳାମୁଣ୍ଡା ତା ୧୬/୭ / ପ୍ରଗତିଶୀଳ ମସିହା/କାଲହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ବଡ଼ଚେରଗାଁ ପଞ୍ଚାୟତର ଗୁଣ୍ଡୁରୀ ଗ୍ରାମର ତେଲ ନଦୀ କୂଳରେ ଥିବା... Read more
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ Sunil Chandra NayakJuly 16, 2022 by Sunil Chandra NayakJuly 16, 20220 ପାପଡାହାଣ୍ଡି,16/07-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଷମପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି | ଲଗାଣ ବର୍ଷାର ପ୍ରଭାବରେ ଗ୍ରାମର ଅର୍ଜୁନ... Read more
ଗରିବ କିଡନୀ ରୋଗୀ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଦାବିSunil Chandra NayakJuly 16, 2022 by Sunil Chandra NayakJuly 16, 20220 ଥୁଆମୂଳ ରାମପୁର ୧୫/୭- ମନୀସ:- ମନୁଷ୍ୟର ଗରିବ ଅବସ୍ଥା ବିଶେଷ କରି ରୋଗକୁ ଦ୍ଵିଗୁଣିତ କରିଥାଏ, ରୋଗରେ ପୀଡିତ ହେବାପରେ ଅର୍ଥ ଅଭାବ ଯୋଗୁଁ... Read more
ଗାଁକୁ ମଦ ମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଟିSunil Chandra NayakJuly 16, 2022 by Sunil Chandra NayakJuly 16, 20220 ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିସର ଗାଁ ରେ ମଦ ମୁକ୍ତ କରିବା ପାଇଁ... Read more
ବିଶ୍ଵ ଜନସଂଖ୍ୟା ଦିବସ ପାଳିତSunil Chandra NayakJuly 16, 2022 by Sunil Chandra NayakJuly 16, 20220 ଡାବୁଗାଁ, ୧୬/୭ – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଭାଶିଷ ସାହୁ ଙ୍କ ନିର୍ଦେଶକ୍ରମେ ବିଶ୍ଵ ଜନସଙ୍ଖ୍ୟା... Read more
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗୁରୁ ଦକ୍ଷିଣାSunil Chandra NayakJuly 16, 2022 by Sunil Chandra NayakJuly 16, 20220 ନର୍ଲା (ମନିସ) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରୁପ୍ରାରୋଡ ଶାଖା ପକ୍ଷରୁ ସରସ୍ଵତୀ ଶିଶୁ ମନ୍ଦିର, ରୁପ୍ରାରୋଡ ପରିସରରେ ସଂଘର ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ... Read more
ସର୍ପ ଘାତରେ କ୍ଷେତ୍ର ବାଗଙ୍କ ମୃତSunil Chandra NayakJuly 16, 2022 by Sunil Chandra NayakJuly 16, 20220 ଗୋଳାମୁଣ୍ଡା ତା ୧୬/୭/ମସିହା ନିଉଜ୍/ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ସାନଚେରଗାଁର କ୍ଷେତ୍ର ବାଗ(୨୮) ସର୍ପ ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।... Read more
ଭାଲୁ ଆକ୍ରମଣ ରେ ୩ ମୃତ ୨ ଗୁରୁତରSunil Chandra NayakJuly 16, 2022July 16, 2022 by Sunil Chandra NayakJuly 16, 2022July 16, 20220 ମୃତକ ପରିବାର ଙ୍କୁ ମିଳିବ ୪ ଲକ୍ଷ ଲେଖାଏ ସହାୟତା ନୂଆପଡା ଜିଲ୍ଲାର ଲଖନା ଥାନା ଅନ୍ତର୍ଗତ ସମର ସିଂ ଗାଁ ରେ ଭାଲୁ... Read more
ବସ୍ତରେନ ମାଉଲିଙ୍କ ଆଷାଢ କେନା ମଣ୍ଡେଇ ଯାତ୍ରା, ଲାଠିଯାତ୍ରା ଓ କଣ୍ଟା ଦୋଳିରେ ଝୁଲିଲେ କାଲିସି Sunil Chandra NayakJuly 16, 2022 by Sunil Chandra NayakJuly 16, 20220 କୋକସରା,୧୫/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧିନସ୍ଥ ଟେମରା ଠାରେ ଥିବା ଦେବୀ ବସ୍ତରେନ ମାଉଲିଙ୍କ ବାର୍ଷିକ... Read more
ଆଦରମଣି ପ୍ରଧାନ ଙ୍କ ଗଳ୍ପ ଶୂନ୍ୟ ପଥର ସହଯାତ୍ରୀSunil Chandra NayakJuly 16, 2022 by Sunil Chandra NayakJuly 16, 20220 ଶୂନ୍ୟ ପଥର ସହଯାତ୍ରୀ ଆଦରମଣି ପ୍ରଧାନ ସମୟ ପ୍ରାୟ ଦିନ ୨ଟା ହେବ,,,କଟକ ଅଭିମୁଖେ... Read more