ସାମ୍ବାଦିକ ଲୋକନାଥ ଦଳେଇ କୁ ନୀଳଗିରି ପୋଲିସ ଆକ୍ରୋଶ ମୁଳକ ଭାବେ ଦମନ କରିବା କୁ ନେଇ ଫୁଲବାଣୀ ସାମ୍ୱାଦିକ ସମୁହ ଙ୍କ ତୀବ୍ର ପ୍ରତିବାଦ ଓ କାର୍ଯ୍ୟାନୁଷ୍ଠାନ ଦାବୀ
ଫୁଲବାଣୀ -: ବାଲେଶ୍ଵର ଜିଲ୍ଲା ନୀଳଗିରି କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇ କୁ ନୀଳଗିରି ପୋଲିସ ଆକ୍ରୋଶ ମୁଳକ ଭାବରେ ମିଛ ମାମଲାରେ ଗିରଫ...
