ରାଉରକେଲା ମହାବିଦ୍ୟାଳୟରେ ‘ରାକ୍ଷୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା’ ଅନୁଷ୍ଠିତmasihaAugust 26, 2023 by masihaAugust 26, 20230 ରାଉରକେଲା/ ସ୍ଥାନୀୟ ସେକ୍ଟର-୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ଅଧ୍ୟାପକ ଅନୁପ ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ରାକ୍ଷୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା... Read more
ବିଜେଡି ସାମାଜିକ ଗଣମଧ୍ୟମ ପ୍ରସିକ୍ଷଣ ଶିବିରmasihaAugust 25, 2023 by masihaAugust 25, 20230 ବନ୍ଧୁଗାଁ ତା,୨୫/୮/୨୩,ଆଜି କୋରାପୁଟ ବିଜୁ ପଟ୍ଟନାୟକ ପାଠାଗାର ଠାରେ ବିଜୁଜନତା ଦଳ ତରଫରୁ ସାମାଜିକ ଗଣ ମାଧ୍ୟମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I... Read more
ଉଚ୍ଚଶିକ୍ଷା ପାଇଁ ଦାରିଦ୍ର୍ୟ ସାଜୁଛି ବାଧକmasihaAugust 25, 2023August 25, 2023 by masihaAugust 25, 2023August 25, 20230 ଢେ଼ଙ୍କାନାଳ (ମ ନି ସ) ୨୫/୦୮_କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କୋଟଗରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଣ୍ଡୁଆ ଗ୍ରାମର ଚନ୍ଦନ ନାଏକ ୨୦୧୯ ମସିହାରେ କଳା... Read more
ନନ୍ଦାହାଣ୍ଡିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହmasihaAugust 25, 2023 by masihaAugust 25, 20230 ନବରଙ୍ଗପୁର, (ମସିହା): ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅଫିସ ପରିସର ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାସନ ସହଯୋଗରେ ଆଜି ମେଗା... Read more
କୃଷି ନିର୍ଦ୍ଧାରଣ କମିଟିର ବୈଠକ ୟୁରିଆ ସାର ଗଛିତ ରଖିବାକୁ ନିର୍ଦେଶmasihaAugust 25, 2023 by masihaAugust 25, 20230 ଢେଙ୍କାନାଳ -(ମନିସ )25/8/23 //ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ଗୃହରେ ଗୁରୁବାର ଅପରାହ୍ନରେ ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଚଛି ।ଜିଲ୍ଲାପାଳ... Read more
ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ ମିଳିଲା ଦୁଇ ଲକ୍ଷ ଟଙ୍କାmasihaAugust 25, 2023 by masihaAugust 25, 20230 ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଡାବୁଗାଁ ଅଧିବାସୀ ସ୍ଵର୍ଗତ ସତ୍ୟ ନାରାୟଣ ମହାନ୍ତି, ପିତା ନିତ୍ୟାନନ୍ଦ ମହାନ୍ତି ୨୦୧୫ ମସିହାରେ... Read more
ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ masihaAugust 25, 2023 by masihaAugust 25, 20230 ଢେଙ୍କାନାଳ-(ମସୀହା)୨୫/୦୮_ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ... Read more
କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ପେନସନ ପ୍ରଦାନmasihaAugust 25, 2023 by masihaAugust 25, 20230 ରାଉରକେଲା/ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅନ୍ତର୍ଗତ କର୍ମଚାରୀ ଭବିଷ୍ୟନିଧି ସଂଗଠନ ୧୯୫୨ମସିହାରୁ ସାରା ଦେଶରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ... Read more
ଏସଡିସି ଉପଦେଷ୍ଟାପ୍ରଦୀପ ମାଝୀଙ୍କ ଚନ୍ଦାହାଣ୍ଡି ଗସ୍ତmasihaAugust 25, 2023 by masihaAugust 25, 20230 ନବରଙ୍ଗପୁର,(ମସିହା)ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ଆଜି ଦିନିକିଆ ଚନ୍ଦାହାଣ୍ଡି ବ୍ଲକ ଗସ୍ତ ରେ ଆସି ବିଭିନ୍ନ ସମାଜ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ... Read more
ମହାନଗର ନିଗମରେ ଅନ୍ତର୍ଭୁକ୍ତ କରିବା ସହ ମୌଳିକ ସୁବିଧା ପ୍ରଦାନ କରିବା ଦାବି ରେ ଦାବିପତ୍ର ପ୍ରଦାନmasihaAugust 25, 2023 by masihaAugust 25, 20230 ରାଉରକେଲା/ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀ ର ଅନେକ ଗୁଡ଼ିଏ ବସ୍ତି ଆଜକୁ ଅନେକ ବର୍ଷ ଧରି ନାନାଦି ସମସ୍ୟାରେ ଜର୍ଜରିତ। କେତେକ ବସ୍ତିରେ ସାମାନ୍ୟ ମୌଳିକ ସମସ୍ୟା... Read more