ଠିକାଦାରଙ୍କ ବିଲ୍ ଆତ୍ମସାତ୍ କରି ଚାଲିଗଲେ ନିର୍ବାହି ଅଧିକାରି,ବିଡ଼ିଓଙ୍କ ପରେ ଥାନାର ଦ୍ୱାରସ୍ତ ହେଲେ କଣ୍ଟ୍ରାକଟରSunil Chandra NayakJuly 8, 2023July 8, 2023 by Sunil Chandra NayakJuly 8, 2023July 8, 20230 ବନ୍ଧୁଗାଁ.୦୭।୦୭।୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ୟୁପି ସ୍କୁଲ ଠାରେ ବିୟୁଟି ଫିକେସନ କାମ ବାବଦକୁ ଲକ୍ଷାଧିକ ଟଙ୍କାର କାମ ମିନା ବେବରା ନାମକ ଜଣେ ଠିକାଦାର୍... Read more
ଅଜଣା ଗାଡ଼ି ଓ ବାଇକ ଧକ୍କା; ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତରSunil Chandra NayakJuly 7, 2023 by Sunil Chandra NayakJuly 7, 20230 ମୟୂରଭଞ୍ଜ -୭/୭ ( ମସିହା) ଗୁରୁବାର ଦିନ ଘୋର କାଳରାତ୍ରରେ ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ନାଉଯୋଡା ପୋଲ ପାଖରେ... Read more
ବାଲି ମାଫିଆ ଙ୍କ ପୂର୍ବ ପ୍ରସ୍ତୁତି, ବାଲି ବିକିବା ପାଇଁ ସରକାରୀ ବିଦ୍ୟାଳୟ ପରିସରରେ ଠୁଳ କରୁଛନ୍ତି ବାଲିSunil Chandra NayakJuly 7, 2023 by Sunil Chandra NayakJuly 7, 20230 ନବରଙ୍ଗପୁର ,୬/୭/(ମସିହା) ବାଲି ମାଫିଆ ଙ୍କ ଆତଙ୍କ ରେ ଏବେ ହନ୍ତସନ୍ତ ଅଞ୍ଚଳବାସୀ ହେଲେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା| ଏଭଳି ଦୃଶ୍ୟ ଦେଖିବାକୁ... Read more
ଫେଲ ହେଲା ଡକାୟତି ଯୋଜନା, ୬ ଗିରଫSunil Chandra NayakJuly 5, 2023 by Sunil Chandra NayakJuly 5, 20230 ବାଲେଶ୍ଵର,୫/୭/୨୩- ବାଲେଶ୍ବର ଜିଲ୍ଲା ସିଂଲା ପୋଲିସକୁ ମିଳିଛି ବହୁତ ବଡ ସଫଳତା । ବିଳମ୍ବିତ ରାତିରେ ଡକାୟତ ମାନେ ଡକାୟତି ଯୋଜନା କରୁଥିବା ବେଳେ... Read more
ଚାରି ଯୁଆଦି ଅଟକ Sunil Chandra NayakJuly 5, 2023 by Sunil Chandra NayakJuly 5, 20230 ନୂଆପଡା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସାନମହେଶ୍ୱର ଠାରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ଚାରି ଯୁବକ ଅଟକ ରଖି ନୋଟିସ ଦିଆଯାଇଛି... Read more
୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତSunil Chandra NayakJuly 5, 2023 by Sunil Chandra NayakJuly 5, 20230 କନ୍ଧମାଳ:05/07/23(ମନିସ): ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ବାଘ ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ... Read more
ଚୋରି ମୋଟର ସାଇକେଲ ଉଦ୍ଧାର,୨ଅଭିଯୁକ୍ତ ଗିରଫSunil Chandra NayakJuly 4, 2023 by Sunil Chandra NayakJuly 4, 20230 ଜୁନାଗଡ଼,୪/୭(ମ ନି ସ)ଜୁନାଗଡ଼ ଥାନା ଅଂଚଳରେ ଚୋରି ହୋଇଥିବା ୭ଗୋଟି ମୋଟର ସାଇକେଲ ପୋଲିସ ଉଦ୍ଧାର କରିବା ସହ ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ... Read more
ହାତୀଦାନ୍ତ ବନ ବିଭାଗ ଯନ୍ତାରେ ୫ ବନ ତସ୍କରୀ; ୪ ଖଣ୍ଡ ହାତୀ ଦାନ୍ତ ଜଵତSunil Chandra NayakJuly 2, 2023 by Sunil Chandra NayakJuly 2, 20230 ମୟୂରଭଞ୍ଜ – (ମସିହା) ୨/୭ ହାତୀଦାନ୍ତ ବିକ୍ରି ନିମନ୍ତେ ଡିଲ ବେଳକୁ ମାଡି ବସିଲା ବନ ବିଭାଗ l ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ... Read more
ବିପର୍ଯ୍ୟସ୍ତ୍ ଆଇନ ଶୃଙ୍ଖଳା , ଜିଆରପି ପୋଲିସ ଫେଲ, ବେଆଇନ କାର୍ଯ୍ୟ ବୃଦ୍ଧି Sunil Chandra NayakJuly 2, 2023 by Sunil Chandra NayakJuly 2, 20230 କଣ୍ଟାବାଞ୍ଜି,୦୧/୦୭, :କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ପରିସର ରେ ରହିଛି ସରକାରୀ ରେଳୱେ ପୁଲିସ ( ଜିଆରପି) ଆଉଟ୍ ପୋଷ୍ଟ ଏବଂ ଏହି ପୋଷ୍ଟ ରେ... Read more
ମାଓ କ୍ୟାମ୍ପ ଠାବSunil Chandra NayakJuly 1, 2023 by Sunil Chandra NayakJuly 1, 20230 ନୂଆପଡା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଜଙ୍ଗଲ ରେ ଏକ ମାଓ କେମ୍ପ କୁ ଠାବ କରିଛନ୍ତି ଜବାନ ମାନେ ମାଓ କେମ୍ପ ବହୁ... Read more