ମାଳପୁରା ଗ୍ରାମ ରାମ ମନ୍ଦିର ପରିସରରେ ଗରିବ କଲ୍ୟାଣ ସମାବେଶ ପାଳନ କରୁଛି ବିଜେପିSunil Chandra NayakJuly 8, 2023 by Sunil Chandra NayakJuly 8, 20230 କାମାକ୍ଷାନଗର (ମନିସ )7/7/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ମାଳପୁରା ରାମ ମନ୍ଦିର ପରିସରରେ ଭାଜପାର ୯ ବର୍ଷ ପୂର୍ତ୍ତି ଅବସରରେ... Read more
ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଅନୁଷ୍ଠିତSunil Chandra NayakJuly 7, 2023 by Sunil Chandra NayakJuly 7, 20230 ରାଉରକେଲା/ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଲାଠିକଟା ସ୍ଥିତ ଶିବ ମନ୍ଦିର ପରିସରରେ... Read more
ଯାମଦା ରେ ବିଜେଡ଼ିର ବ୍ଳକ ସ୍ତରୀୟ ବୈଠକSunil Chandra NayakJuly 7, 2023 by Sunil Chandra NayakJuly 7, 20230 ମୟୂରଭଞ୍ଜ – ୬/୭ ( ମସିହା)ଆଗକୁ ୨୦୨୪ ସାଧାରଣ ନିର୍ବାଚନ ।ଆଉ ହାତ ଗଣତି ମାସ କେତେଟା ରହିଲା ।ବିଜୁ ଜନତା ଦଳ ଷଷ୍ଠ... Read more
ବନ୍ଧୁଗାଁ ବ୍ଲକରେ ସାଂସଦ ଓ ଜିଲ୍ଲା କଂଗ୍ରେସର ନୂତନ ସଭାପତିଙ୍କ ଗସ୍ତSunil Chandra NayakJuly 6, 2023 by Sunil Chandra NayakJuly 6, 20230 ବନ୍ଧୁଗାଁ .୦୬।୦୭।୨୩, // ବନ୍ଧୁଗାଁ ବ୍ଲକରେ ଆଜି କୋରାପୁଟ ଜିଲ୍ଲାର ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକା ଓ ନୂତନ ଜିଲ୍ଲା ସଭାପତି ଶ୍ରୀ... Read more
ଜିଲ୍ଲା ବିଜେଡି ର ଜୋନାଲ ସଂଯୋଜକ ତାଲିକା ଘୋଷଣାSunil Chandra NayakJuly 4, 2023 by Sunil Chandra NayakJuly 4, 20230 ନବରଙ୍ଗପୁର(ମସିହା)ବିଜୁ ଜନତା ଦଳ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲାର ଜୋନାଲ ସଂଯୋଜକ ପଦବୀ ତାଲିକା ଜାରି କରିଛନ୍ତି । ଜିଲ୍ଲାର... Read more
ଚାରି ବିଜେଡି କର୍ମୀ ଙ୍କୁ ନିର୍ବାଚନ ମଣ୍ଡଳୀ ପ୍ରମୂଖ ଦାୟିତ୍ଵSunil Chandra NayakJuly 4, 2023 by Sunil Chandra NayakJuly 4, 20230 ଜୁନାଗଡ ୪/୭(ମ ନି ସ) ବିଜୁ ଜନତl ଦଳ ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ... Read more
ଡାବୁଗାଁ ସିଡିପିଓ ଙ୍କୁ ବିରୋଧରେ ଡାବୁଗାଁ କଂଗ୍ରେସ ର ଖବରଦାତା ସମ୍ମିଳନୀSunil Chandra NayakJuly 2, 2023 by Sunil Chandra NayakJuly 2, 20230 ଡାବୁଗାଁ, ୨ /୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସମନ୍ଵିତ ଶିଶୁ ବିକାଶ କେନ୍ଦ୍ର ର ସିଡିପିଓ ଗୀତାଞ୍ଜଳି ମହାରଣା ଓ ବରିଷ୍ଠ କିରାଣି... Read more
ଆପ୍ ଦଳର ଜିଲ୍ଲା ସଭାପତିଙ୍କ ଝରିଗାଁ ଓ ଚନ୍ଦାହାଣ୍ଡି ଗସ୍ତSunil Chandra NayakJune 30, 2023 by Sunil Chandra NayakJune 30, 20230 ନବରଙ୍ଗପୁର,୩୦/୬(ମସିହା) ନବରଙ୍ଗପୁର ଜିଲ୍ଲା ଆପ୍ ର ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଦିନିକିଆ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ। ପ୍ରଥମେ... Read more
ଜିଲ୍ଲା କଂଗ୍ରେସ କିଷାନ ସେଲ ର ଚିଠା ପ୍ରସ୍ତୁତ ବୈଠକSunil Chandra NayakJune 24, 2023 by Sunil Chandra NayakJune 24, 20230 ନବରଙ୍ଗପୁର– (ମସିହା) ଆଜି ତା ୨୪.୦୬.୨୦୨୩ ରିଖ ଦିନ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କିଷାନ ସେଲ ର... Read more
ତେନ୍ତୁଳିଖୁଣ୍ଟି ଚାଉଳ ଦୁର୍ନୀତି କୁ ନେଇ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଉପରେ ବର୍ଷିଲେ_ଜିଲ୍ଲା ଆପ୍ ଆବାହକSunil Chandra NayakJune 24, 2023 by Sunil Chandra NayakJune 24, 20230 ନବରଙ୍ଗପୁର,୨୩/୬(ମସିହା) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ର ୬ଗୋଟି ଗ୍ରାମ ପଞ୍ଚାୟତ କଣ୍ଟାଗାଁ ଅଞ୍ଚଳଗୁମ୍ମା କଂଗ୍ରା କାମତା ପୂଜାରୀଗୁଡ଼ା ଦିଗି ରେ ଜାତୀୟ ଖାଦ୍ୟ... Read more