ସାନ୍ତାଳୀ ଲିପି ‘ଅଲ୍ ଚିକି ‘ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଓ ସମାଧି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ଶ୍ରଦ୍ଧାଞ୍ଜଳି
ମୟୂରଭଞ୍ଜ ୪/୨/୨୩ (ମସିହା) ପବିତ୍ର ମାଘମାସ ପୂର୍ଣ୍ଣିମା ଅବସରରେ ସାନ୍ତାଳୀ ସମାଜର ଅଗଣିତ ଶ୍ରଦ୍ଧାଳୁ ତାଙ୍କର ପ୍ରାତଃ ସ୍ମରଣୀୟ ଗୁରୁ ତଥା ସାନ୍ତାଳୀ ଲିପି...
