ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର: ସରକାରୀ ଗାଡି ରଖିବା ଷ୍ଟଲ ରେ ବେସରକାରୀ ଗାଡି ଭର୍ତ୍ତି , ସରକାରୀ ଗାଡି ବାହାରେ
ତେନ୍ତୁଳିଖୁଣ୍ଟି ୧୨/୦୧/୨୩-ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ ମେଡ଼ିକାଲ ରେ ସରକାର ଯୋଗେଇ ଥିବା ଶବ ବାହକ,ଆମୁଲାନ୍ସ, 102 ଆମୁଲାନ୍ସ,ଗାଡ଼ିଗୁଡ଼ାକ ଷ୍ଟଲ ବାହାରେ ରହୁଥିବାରୁ ରୋଗୀ ଧରି...
