ଗୋଲାମୁଣ୍ଡା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଯାତ୍ରା ଅନୁଷ୍ଠିତSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 କଳାହାଣ୍ଡି ଜିଲା ବିକାଶ ପରିଷଦ ପକ୍ଷରୁ ଆଜି ଗୋଳମୁଣ୍ଡା ଠାରେ କ୍ରାନ୍ତି ଯାତ୍ରା ଦେଖିବାକୁ ମିଳିଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ... Read more
ଟୁନା ପଣ୍ଡାଙ୍କ ନିମନ୍ତେ ଖେଳାଳିଙ୍କ ଶ୍ରଦ୍ଧାଞ୍ଜଳିSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ନବରଙ୍ଗପୁର—(ମସିହା) ଜଣେ ସୁପରିଚିତ କ୍ରୀଡ଼ାବିତ, ଜଣେ କ୍ରୀଡ଼ା ପ୍ରଶିକ୍ଷକ ହରେକୃଷ୍ଣ ପଣ୍ଡାଙ୍କ ମୃତ୍ୟୁ ଖବର ଶୁଣି ନବରଙ୍ଗପୁର ଜିଲ୍ଲାର ଖେଳାଲିଙ୍କ ମହଲରେ ଶୋକର ଛାୟା... Read more
ପ୍ରଶାସିକ ଅଧିକାରୀମାନେ ଜନତାର ସେବକ ରୂପେ କାର୍ଯ୍ୟ ନ କଲେ ପରିଣତି ଶୁଭଙ୍କର ହୋଇ ନ ପାରେ – ପ୍ରମୋଦ ମିଶ୍ରSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ବଲାଙ୍ଗିର, ତା.୧୪.୦୧.୨୦୨୩ – ସମ୍ପ୍ରତି କଣ୍ଟାବାଞ୍ଜି ବିଧାୟକ ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ବିବାଦ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି । ଏଇ ଘଟଣାକୁ ନେଇ ବଲାଙ୍ଗିର... Read more
ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗୁଡ଼ ସାମା ରିଟେନ୍ ପୁରସ୍କୃତSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ନବରଙ୍ଗପୁର ତା ୧୪/୦୧(ମସିହା) ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ଚଳିତ ମାସ ଜାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ... Read more
କଳାହାଣ୍ଡି ଉତ୍ସଵ ପାଇଁ ଆମପାଣି ବୁଢ଼ାରଜା ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରାSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 କୋକସରା,୧୪/୧- ଆଜି ଠାରୁ କଳାହାଣ୍ଡିର ଲୋକ ମହୋତ୍ସବ ଘୁମୁରା ଆରମ୍ଭ ହେଉଛି। ଏହା ପୂର୍ବରୁ ଶୁକ୍ରବାର କଳାହାଣ୍ଡି ଉତ୍ସଵ ଘୁମୁରା ପାଇଁ କୋକସରା ବ୍ଲକ... Read more
କେନ୍ଦୁଡଙ୍ଗରି ଉପ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା ପକ୍ଷ ପାଳନSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 କୋକସରା,୧୪/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ.ପି.ଏଚ୍.ଡବ୍ଲୁ ଶ୍ରବଣ... Read more
ଲଡୁଗାଁ କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 କୋକସରା,୧୪/୦୧//କୋକସରା ବ୍ଲକ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲ ଠାରେ ୮ ଦିବସୀୟ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ... Read more
ଭବ୍ୟ ଆୟୋଜନ ସହ ଉଦଘାଟିତ ହେଲା କଳା, ସଂସ୍କ୍ରୁତି ଓ ଐତିହ୍ୟର ମହାକୁମ୍ଭ କଳାହାଣ୍ଡି ମହୋତ୍ସବ ‘ଘୁମୁରା’Sunil Chandra NayakJanuary 15, 2023January 15, 2023 by Sunil Chandra NayakJanuary 15, 2023January 15, 20230 ରୌପ୍ୟଜୟନ୍ତୀ ପାଳନକୁ ନେଇ ଗାଁଠୁ ସହର ଉତ୍ସବ ମୁଖର କଳାହାଣ୍ଡି ମାଟିର ପ୍ରାଚୁର୍ଯ୍ୟତା ଓ ପରିପୂର୍ଣ୍ଣତା ସଂପର୍କରେ ସାରା ଦୁନିଆ ଦେଖିବା ଆରମ୍ଭ କଲାଣି... Read more
ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ୍ ତରଫରୁ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ବାଗତSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ସରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବିଶ୍ୱକପ୍ ହକି ଟ୍ରଫିକୁ ସେକ୍ଟର -୨ ବିଜୁ... Read more
ସୁନ୍ଦରଗଡ ପତଞ୍ଜଳି ଯୋଗ ସମିତିର ସୂର୍ଯ୍ୟ ନମସ୍କାରSunil Chandra NayakJanuary 14, 2023 by Sunil Chandra NayakJanuary 14, 20230 ରାଉରକେଲା/ରାଉରକେଲା ଇସ୍ପାତ କାରଖାନା ତରଫରୁ ସହରର ବିଭିନ୍ନ ସ୍ଥାନରେ ହକି ବିଶ୍ଵ କପ୍ -୨୦୨୩କୁ ସ୍ବାଗତ ଜଣାଇବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ... Read more