ମା ପେଣ୍ଡ୍ରାଣୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତSunil Chandra NayakNovember 2, 2022 by Sunil Chandra NayakNovember 2, 20220 ଡାବୁଗାଁ, ୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳା ପଞ୍ଚାୟତ ଅଧୀନ କକଡାଗୁଡା ଗ୍ରାମ ଠାରେ ଚାଲିଥିବା ମା ପେଣ୍ଡ୍ରାଣୀ ଭଲିବଲ ଟୁର୍ଣ୍ଣାମେଣ୍ଟ... Read more
କଣ୍ଟାଗାଁ ରେ ଡକାୟତି ଗ୍ରୀଲ ଭାଙ୍ଗିଘରେ ପଶିଲେSunil Chandra NayakNovember 2, 2022 by Sunil Chandra NayakNovember 2, 20220 ତେନ୍ତୁଳିଖୁଣ୍ଟି -୧/୧୧ /୨୨ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମରେ ମଧ୍ୟ ରାତ୍ରରେ ଏକ ବଡ଼ ଧରଣର... Read more
ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ କେଳେ ଙ୍କ।ରି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ନେଇ ଦାବିପତ୍ର ପ୍ରଦାନ Sunil Chandra NayakNovember 2, 2022 by Sunil Chandra NayakNovember 2, 20220 ବୌଦ୍ଧ – ୦୧.୧୧- ଆଜି ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ , ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ... Read more
ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ ରେ ପାଣି ଛାଡ଼ିବା କୁ ଦାବୀ କଲେ ଚାଷୀSunil Chandra NayakNovember 2, 2022 by Sunil Chandra NayakNovember 2, 20220 ଉପ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ ଧର୍ମଗଡ:୨/୧୧/୨୨: ଚଳିତ ବର୍ଷ ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ ପାଣି ବୋଡ଼େନ ପର୍ଯ୍ୟନ୍ତ ଆସିବ... Read more
ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି ର ବୈଠକSunil Chandra NayakNovember 2, 2022 by Sunil Chandra NayakNovember 2, 20220 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଆତ୍ମା ସଭାଗୃହ ଠାରେ ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟିର ବୈଠକ ଆତ୍ମା ଅଧ୍ୟକ୍ଷ... Read more
ରାଜ୍ୟସଭା ସାଂସଦ ଙ୍କ ଲେଡି ଲାୟନ ଅନୁଷ୍ଠାନ ପରିଦର୍ଶନSunil Chandra NayakNovember 2, 2022 by Sunil Chandra NayakNovember 2, 20220 ରାଉରକେଲା/ ରାଜ୍ୟସଭା ସାଂସଦ ତଥା ପାର୍ଲାମେଣ୍ଟାରୀ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ସଦସ୍ୟା ମମତା ମାହାତୋ ଙ୍କ ରାଉରକେଲା ଗସ୍ତ ଅବସରରେ ଝିରପାଣି ସ୍ଥିତ... Read more
କୋକସରା ବ୍ଲକ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନSunil Chandra NayakNovember 2, 2022 by Sunil Chandra NayakNovember 2, 20220 କୋକସରା,୧/୧୧ – (ମ ନି ସ) ଅକ୍ଟୋବରରୁ ୬ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଭାବେ ପାଳନ କରାଯାଉଛି।... Read more
ମହିମା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତSunil Chandra NayakNovember 2, 2022 by Sunil Chandra NayakNovember 2, 20220 କୋକସରା,୧/୧୧ (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର... Read more
ବିଶୋଇ ଥାନା ! କାଶିପେଣ୍ଟ ଗାଁ ପାଖ ଏକ ବିଲ ଗାଡିରୁ ମହିଳାଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର Sunil Chandra NayakNovember 2, 2022 by Sunil Chandra NayakNovember 2, 20220 ମୟୂରଭଞ୍ଜ-୧/୧୧/୨୨(ମସିହା) ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ କାଶିପେଣ୍ଟ ଗାଁ ପାଖରେ ଥିବା ଏକ କରଞ୍ଜ ଝରଣା ନାମକ ଏକ ବିଲ... Read more
ବଡଦୁନ୍ଦୁ ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା Sunil Chandra NayakNovember 2, 2022 by Sunil Chandra NayakNovember 2, 20220 ମୟୂରଭଞ୍ଜ – ୧/୧୧/୨୨(ମସିହା) ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି ।... Read more